Latest Odisha News

BREAKING NEWS

ଯାନବାହାନ ପାସ୍‌ର ଅପବ୍ୟବହାର କରନ୍ତୁନି: ପୋଲିସ କମିଶନର

ଭୁବନେଶ୍ୱର: ଜରୁରୀକାଳୀନ ସେବା ପାଇଁ ଦିଆଯାଇଥିବା ଯାନବାହାନ ପାସ୍‌ର ଅପବ୍ୟବହାର ହେଉଛି । ହସ୍ପିଟାଲ, ମିଡିଆ ଓ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ କେବଳ ଘରୁ ଅଫିସକୁ ଯାତାୟତ ପାଇଁ ଦିଆଯାଇଥିବା ପାସ୍‌ର ଲୋକେ ଅପବ୍ୟବହାର କରୁଥିବା ଆଜି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଟ୍ୱିଟରରେ ସୂଚନା ଦେଇଛନ୍ତି ।

ଏପରି ବ୍ୟକ୍ତି ଚିହ୍ନଟ ହେଲେ ସେମାନଙ୍କଠାରୁ ପାସ୍ ଫେରାଇ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.