Latest Odisha News

BREAKING NEWS

ଦୁଇ ଦିନ ପାଇଁ ବନ୍ଦ ରହିବ ପୋଲିସ ଲୋକସେବା ଭବନ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୁଇ ଦିନ ପାଇଁ ଭୁବନେଶ୍ୱରର ପୋଲିସ ଲୋକସେବା ଭବନକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି ଅର୍ଥାତ ୧୧ ଓ ୧୨ ତାରିଖ ଏହା ବନ୍ଦ ରହିବ । ୧୧ ତାରିଖ ଶନିବାର ସକାଳ ୯ଟାରୁ ୧୩ ତାରିଖ ସକାଳ ୯ଟା ଯାଏଁ ଏହି କଟକଣା ବଳବତ୍ତର ରହିବ ।

ଏହି ଦୁଇ ଦିନରେ ପୁରା ବିଲଡିଂକୁ ସାନିଟାଇଜ କରାଯିବ । ତେଣୁ କର୍ମଚାରୀ ଓ ବାହାର ଲୋକଙ୍କୁ ଏଠାକୁ ନ ଆସିବାକୁ କୁହାଯାଇଛି ।

Leave A Reply

Your email address will not be published.