Latest Odisha News

BREAKING NEWS

Browsing Tag

Odisha fights for Corona

କଟକରେ ବିଭିନ୍ନ ସ୍ଥାନରେ ଯାଞ୍ଚ ଚଳାଇଛି ପୋଲିସ

କଟକ: ଦିନକୁ ଦିନ ବଢିବାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେଣୁ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ କଡାକଡି ଯାଞ୍ଚ ଆରମ୍ଭ ହୋଇଛି । ପୋଲିସ ଜନଗହଳି ପୂର୍ଣ୍ଣ ଅଂଚଳରେ ପହଞ୍ଚି କୋଭିଡ୍ ନିୟମ ପାଳନ ହେଉଛି ନା ନାହିଁ ତାର ଯାଞ୍ଚ କରୁଛି । ଲୋକମାନଙ୍କୁ କୋଭିଡ୍ ଗାଇଡଲାଇନ୍ ପାଳନ…

କୋଭିଡ୍ ନିୟମ ଉଲଘଂନ ଦର୍ଶାଇ ସିଲ୍ ହେଲା ପେଟ୍ରୋଲ ପମ୍ପ

ସୋନପୁର: ଦିନକୁ ଦିନ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଲାଣି । ଏଥି ପାଇଁ ରାଜ୍ୟ ସରକାର କରୋନା ନିୟମକୁ କଡାକଡି ପାଳନ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । ଆଜି କୋଭିଡ ନିୟମ ଉଲଘଂନ କରିବା ଅଭିଯୋଗରେ ସୋନପୁରର ଏକ ପେଟ୍ରୋଲ ପମ୍ପକୁ ସିଲ୍ କରାଯାଇଛି । ଦୁଇ ଦିନ ତଳେ…

ଆଜିଠୁ ସାରା ରାଜ୍ୟରେ ଫେବ୍ରୁଆରୀ ଗାଇଡ୍‌ଲାଇନ୍ ଲାଗୁ

ଭୁବନେଶ୍ୱର: ଆଜିଠୁ ସାରା ରାଜ୍ୟରେ ଲାଗୁ ହେବ ଫେବ୍ରୁଆରୀ ଗାଇଡ୍‌ଲାଇନ୍ । ଆଜିଠୁ ଖୋଲିବ ଅଙ୍ଗନବାଡି କେନ୍ଦ୍ର । କରୋନା କଟକଣା ଭିତରେ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳରେ ଅଙ୍ଗନବାଡ଼ି ଖୋଲିବ ନାହିଁ । ସକାଳ ୯ଟାରୁ ୧୧ଟା ୨ ଘଣ୍ଟା ପାଇଁ ଖୋଲିବ…

ବନ୍ଦ ହେଲା ରାଜ୍ୟର ୩୧ଟି ଘରୋଇ କୋଭିଡ ହସ୍ପିଟାଲ

ଭୁବନେଶ୍ୱର: କରୋନା ସଂକ୍ରମଣର ହ୍ରାସ ପାଇବା ପରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ୩୧ଟି ଘରୋଇ କୋଭିଡ୍ ହସ୍ପିଟାଲକୁ ବନ୍ଦ କରାଯାଇଛି । କିନ୍ତୁ ସମ୍ କୋଭିଡ ହସ୍ପିଟାଲ ଓ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲ ଏଥିରୁ ବାଦ ପଡିଛନ୍ତି । ଆସନ୍ତା ଫେବ୍ରୁଆରୀ ୧ ତାରିଖରୁ କୌଣସି କୋଭିଡ ପଜିଟିଭ୍…

କରୋନା ଓ ମୁଦ୍ରିତ ଗଣମାଧ୍ୟମ ଉପରେ ପ୍ରଭାବ

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ମହାମାରୀ କରୋନାକୁ ନେଇ ବିଶ୍ୱ ଯେମିତି ଆତଙ୍କିତ, ସେମିତି ତାର ଗୁରୁତର ପ୍ରଭାବ ଭାରତୀୟ ଗଣମାଧ୍ୟମ ଉପରେ ଦେଖିବାକୁ ମିଳିଛି । ବିଶେଷକରି ମୁଦ୍ରିତ ଗଣମାଧ୍ୟମ କରୋନା ଦ୍ୱାରା ବେଶ ପ୍ରଭାବିତ ହୋଇଛି । ପୁଣି ଆଗକୁ…

ଦୁଇ ଦିନ ପାଇଁ ବନ୍ଦ ରହିବ ପୋଲିସ ଲୋକସେବା ଭବନ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୁଇ ଦିନ ପାଇଁ ଭୁବନେଶ୍ୱରର ପୋଲିସ ଲୋକସେବା ଭବନକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି ଅର୍ଥାତ ୧୧ ଓ ୧୨ ତାରିଖ ଏହା ବନ୍ଦ ରହିବ । ୧୧ ତାରିଖ ଶନିବାର ସକାଳ ୯ଟାରୁ ୧୩ ତାରିଖ ସକାଳ ୯ଟା ଯାଏଁ ଏହି କଟକଣା ବଳବତ୍ତର…

କାଲିଠାରୁ ଭୁବନେଶ୍ୱର ଏମସ୍‌ର ଓପିଡି ବନ୍ଦ

ଭୁବନେଶ୍ୱର: ଏମସ୍‌ରେ ଚିକିତ୍ସିତ ହେଉଥିବା କେତେକ ରୋଗୀ ଓ କିଛି ଷ୍ଟାଫ୍ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆସନ୍ତାକାଲିଠାରୁ ଓପିଡି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ । ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ଯାଏଁ ଓପିଡିକୁ ବନ୍ଦ ରଖାଯିବ ବୋଲି ଏହାର ନିର୍ଦ୍ଦେଶିକା…

କରୋନାକୁ ନେଇ ମାନସିକ ସ୍ତରରେ ଦୁର୍ବଳ ହୁଅନ୍ତୁ ନାହିଁ : ଡାକ୍ତର ଅଶୋକ ମହାପାତ୍ର

ଭୁୁବନେଶ୍ୱର: କରୋନା ନେଇ ଭୟ କରିବାର ଆବଶ୍ୟକତା ନାହିଁ । ଏହା ଏକ ସାଧାରଣ ଶ୍ୱାସ ଜନିତ ରୋଗ । ୮୦ରୁ ୮୫ ପ୍ରତିଶତ ରୋଗୀ ଚିକିତ୍ସା ପରେ ସୁସ୍ଥ ହେଉଛନ୍ତି । ତେଣୁ ଏହାକୁ ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ ୧୯ ସାମ୍ବାଦିକ ସମ୍ମିଳନୀରେ ସୂଚନା…

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସବୁ ଛାତ୍ରଛାତ୍ରୀ ପାସ୍‌

ଭୁବନେଶ୍ୱର : କରୋନା କଟକଣା ପାଇଁ ଚଳିତ ବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ କେହି ହେବେନି ଫେଲ୍ । ସମସ୍ତଙ୍କୁ ପାସ୍ କରିବା ପାଇଁ ଆଜି ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ । ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଲକ୍ ଡାଉନ୍ ପାଇଁ ରାଜ୍ୟରେ ଏହି ସବୁ ଶ୍ରେଣୀର ପରୀକ୍ଷା ଶେଷ…