ନୂଆଦିଲ୍ଲୀ: ୨୦୨୧ ମସିହାରେ, ଅନେକ ଷ୍ଟାର୍ କିଡ୍ ସେମାନଙ୍କର ବଲିଉଡ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ଏବଂ ଦର୍ଶକଙ୍କ ନିକଟରେ ପହଞ୍ଚିବା ପାଇଁ କିମ୍ବଦନ୍ତୀ ଅଭିନେତା ପୁଣମ୍ ଧିଲନ୍ ଏବଂ ଚଳଚ୍ଚିତ୍ର ନିର୍ମାତା ଅଶୋକ ଠାକେରିଆଙ୍କ ପୁଅ ଅନମୋଲ ଥାକେରିଆ ଧିଲନ୍ ସଞ୍ଜୟ ଲୀଲା ଭନସାଲୀଙ୍କ ଚଳଚ୍ଚିତ୍ର ‘ଟ୍ୟୁଜ୍ଡେଜ୍ ଆଣ୍ଡ୍ ଫ୍ରାଇଡେଜ୍’ ବଲିଉଡ ଚଳଚ୍ଚିତ୍ରରେ ଡେବ୍ୟୁ କରିବେ। ତେବେ ଏହି ଚଳଚ୍ଚିତ୍ରଟି ଭନସାଲୀଙ୍କ ଦ୍ୱାରା ନିର୍ମିତ ହୋଇଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ତରଣୀର ସିଂ। ଏହାର ପ୍ରଥମ ଲୁକ୍ ମଧ୍ୟ ରିଲିଜ୍ ହୋଇସାରିଛି।
BREAKING NEWS
- Pakistan: ଗାଜା ଶାନ୍ତି ପ୍ରୟାସରେ ପାକିସ୍ତାନର ଏଣ୍ଟ୍ରୀ, ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ନିମନ୍ତ୍ରଣ ଦେଲେ ଟ୍ରମ୍ପ…
- ୨୦୨୮ ବିଶ୍ୱ ଆଥଲେଟିକ୍ସ ଇନଡୋର ଚାମ୍ପିୟନସିପ; କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କଲେ ବିଶ୍ୱ ଆଥଲେଟିକ୍ସ ଏବଂ AFI ପ୍ରତିନିଧି ଦଳ
- Road Accident: ଟ୍ରେଲର ପଛରେ ପିଟି ହେଲା ଥାର୍, ୩ ମୃତ
- ରାଜ୍ୟରେ ନିଶା ଦ୍ରବ୍ୟ ଉତ୍ପାଦନ ଓ ବିକ୍ରି ଉପରେ ଲାଗିଲା ପ୍ରତିବନ୍ଧକ
- ୫୦୫୦ବୋତଲ କଫ୍ ସିରପ୍ ଜବତ କଲା ପୋଲସ; ୬ ଅଭିଯୁକ୍ତ ଗିରଫ
- ବେଆଇନ ଅସ୍ତ୍ରଶସ୍ତ୍ର ଓ ପଶୁ ଅଙ୍ଗ ରଖିବା ମାମଲା; ୪ ଶିକାରୀ ଗିରଫ
- Shree Mandir Threat: ଶ୍ରୀମନ୍ଦିରକୁ ବୋମା ଧମକ ଘଟଣା, ଧରାପଡ଼ିଲା ଅଭିଯୁକ୍ତ
- ରାଜ୍ୟରେ ଗୋଶାଳା ନିର୍ମାଣ ପାଇଁ ଜମି ଯୋଗାଇଦେବ ରାଜସ୍ୱ ବିଭାଗ
- Davos 2026: IMFର AI ରାଙ୍କିଂ ଉପରେ ବର୍ଷିଲେ ଅଶ୍ୱିନୀ ବୈଷ୍ଣବ; କହିଲେ-ଭାରତ AI ଶକ୍ତିର ପ୍ରଥମ ଶ୍ରେଣୀର…
- ମାଲକାନଗିରିରେ ସଡ଼କ ଦୁର୍ଘଟଣା; ଗଛରେ ପିଟିହୋଇ ୨ ମୃତ
Comments are closed.