Latest Odisha News

BREAKING NEWS

କାହା ହାତ ଧରିବେ ପୁନମ୍ ପାଣ୍ଡେ ?

ମୁମ୍ବାଇ: ବିବାଦୀୟ ଅଭିନେତ୍ରୀ ତଥା ମଡେଲ ପୁନମ୍ ପାଣ୍ଡେ । କେତେବେଳେ ଫିଲ୍ମରେ ବୋଲ୍ଡ ସିନ୍ ପାଇଁ ତ ପୁଣି କେତେବେଳେ ଚାରିଟି କଲେକ୍ସନ୍ କରିବା ଚକ୍କରରେ ଟପ୍‌ଲେସ୍ ସିନ୍ ପାଇଁ ସେ ଚର୍ଚ୍ଚାରେ ରହିଥାନ୍ତି । ହେଲେ ରିସେଣ୍ଟଲି ଏହି ହଟ୍ ବ୍ୟୁଟି ବିବାହ ପାଇଁ ଗୋଟିଏ ପାଦ ଆଗେଯାଇଛନ୍ତି ।

ବୟଫ୍ରେଣ୍ଡ ସାମ୍ ବମ୍ବେ ସହ ଏନଗେଜମେଣ୍ଟ କରିଛନ୍ତି ପୁନମ୍ । ତେବେ ଏ କଥା ଆମେ କହୁନୁ ବରଂ ଖୋଦ ସାମ୍ ବମ୍ବେ ଇନ୍‌ଷ୍ଟାଗ୍ରାମ ଜରିଆରେ କନଫର୍ମ କରିଛନ୍ତି । ଅନ୍ୟପଟେ ବେଷ୍ଟ ଫିଲିଂ କହି ନିଜ ଏନଗେଜମେଣ୍ଟ ଖବରକୁ ମଧ୍ୟ ପୁନମ୍ କନଫର୍ମ କରିଛନ୍ତି ।

 

View this post on Instagram

 

We finally did it!

A post shared by Sam Bombay (@sambombay) on

ସବୁବେଳେ ବୋଲ୍ଡ ଫଟୋସୁଟ୍ ଓ ଭିଡିଓ ପାଇଁ ଚର୍ଚ୍ଚାରେ ରହୁଥିବା ପୁନମ୍ ୨୦୧୧ରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିିଲେ । ଭାରତ ୫୦ ଓଭର ବିଶିଷ୍ଟ କ୍ରିକେଟ ୱାର୍ଲଡ କପ୍ ହାସଲ କଲେ ସେ ସାରା ଦୁନିଆ ଆଗରେ ଷ୍ଟ୍ରିପ୍ କରିବାନେଇ ଘୋଷଣା କରିଥିଲେ । ଛୋଟମୋଟ ଫିଲ୍ମ ଛଡା ନିଜ ନାଁରେ ଥିବା ଆପ୍ଲିକେସନ ଜରିଆରେ ପୁନମ୍ ସକ୍ରିୟ ଅଛନ୍ତି ।

Leave A Reply

Your email address will not be published.