Latest Odisha News

BREAKING NEWS

Browsing Tag

instagram

କୁମ୍ଭୀର ପିଠିରେ ବସି ଚଲାଇଲେ ବାଇକ୍, ଭିଡିଓ ଭାଇରାଲ

ଅନେକ ସମୟରେ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ | ସେଥିରୁ  କିଛି ଭିଡିଓ ଭଲ ହୋଇଥିବାବେଳେ କିଛି ଭିଡିଓ ବେଶ୍ ଆଶ୍ଚର୍ଯ୍ୟ ଜନକ ହୋଇଥାଏ ।  ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି।  ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ବ୍ୟକ୍ତି କୁମ୍ଭୀର ଉପରେ ବସି ବାଇକ୍…

ବରଫ ଦେଶରେ ମରୁଭୂମି ଜାହାଜ; ଖୁସିରେ କୁଦି କୁଦି ନାଚିଲା ଓଟ

ନୂଆଦିଲ୍ଲୀ : ଓଟକୁ କେବେ ବରଫାଞ୍ଚଳରେ ଦେଖିଛନ୍ତି କି ? ଏହି ପ୍ରଶ୍ନରେ ସମସ୍ତେ କହିବେ ‘ନା’ । ଆମେ ସାଧାରଣତଃ ଓଟକୁ ମରୁଭୂମିରେ ଦେଖିଥାଉ । ଓଟକୁ ମରୁଭୂମିର ଜାହାଜ ବୋଲି ବି କୁହାଯାଏ । ତେଣୁ ବରଫ ଦେଶରେ ଓଟ କେଉଁଠୁ ଆସିବ ବୋଲି ମନକୁ ହଠାତ୍ ଆସିବ । କିନ୍ତୁ ଇନଷ୍ଟାଗ୍ରାମର ଏକ ଭିଡିଓରେ…

ଯୁବତୀ ଜଣଙ୍କୁ ବାଃ ବାଃ ! ଏ ସିଂହ ନା ପୋଷା କୁକୁର !

ନୂଆଦିଲ୍ଲୀ : ଅନେକ ସମୟରେ ସୋଶିଆଲ ମିଡିଆରେ ବନ୍ୟ ଜନ୍ତୁଙ୍କ ସହ ଜଡ଼ିତ ଭିଡିଓ ଦେଖିବାକୁ ମିଳିଥାଏ । କେତେବେଳେ ଏହି ଭିଡିଓ ଦେଖି ମଜା ଲାଗିଥାଏ ତ କେତେବେଳେ ଭୟ ବି ଲାଗିଥାଏ  । ସେହିଭଳି ଏକ ଭିଡିଓ ଆମ ନଜରକୁ ଆସିଛି  । ଯାହାକୁ ଦେଖି ଆପଣ ଚକିତ ହୋଇଯିବେ  । ନିକଟରେ ଏକ ସୋଶିଆଲ…

ସୁଶାନ୍ତଙ୍କ ପାଇଁ ହ୍ରିିତିକଙ୍କ ମା’ ଲେଖିଲେ ଏମିତି…

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୀର୍ଘ ୪ ମାସରୁ ଅଧିକ ସମୟ ବିତିଗଲାଣି । ଏତେ ଦିନ ପରେ ବି ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିପାରି ନାହିଁ । ଆଜି ବି ସସ୍‌ପେନ୍ସ ଜାରି ରହିଛି । ସିବିଆଇ ଏହି ମାମଲାରେ ତଦନ୍ତ ଜାରି ରଖିଛି । ଏହାରି ଭିତରେ ବଲିଉଡର…

କାହା ହାତ ଧରିବେ ପୁନମ୍ ପାଣ୍ଡେ ?

ମୁମ୍ବାଇ: ବିବାଦୀୟ ଅଭିନେତ୍ରୀ ତଥା ମଡେଲ ପୁନମ୍ ପାଣ୍ଡେ । କେତେବେଳେ ଫିଲ୍ମରେ ବୋଲ୍ଡ ସିନ୍ ପାଇଁ ତ ପୁଣି କେତେବେଳେ ଚାରିଟି କଲେକ୍ସନ୍ କରିବା ଚକ୍କରରେ ଟପ୍‌ଲେସ୍ ସିନ୍ ପାଇଁ ସେ ଚର୍ଚ୍ଚାରେ ରହିଥାନ୍ତି । ହେଲେ ରିସେଣ୍ଟଲି ଏହି ହଟ୍ ବ୍ୟୁଟି ବିବାହ ପାଇଁ ଗୋଟିଏ ପାଦ ଆଗେଯାଇଛନ୍ତି ।…

ଦେଖନ୍ତୁ ଭିଡ଼ିଓ: ସୋନମ୍ କପୁରଙ୍କ ‘ସିକ୍ରେଟ୍ ଭିଡ଼ିଓ’ ଶେୟାର୍ କଲେ ସ୍ୱାମୀ ଆନନ୍ଦ ଆହୁଜା !

ମୁମ୍ବାଇ: ବଲିଉଡ୍ ଆକ୍ଟ୍ରେସ୍ ସୋନମ୍ କପୁରଙ୍କ ଏକ ‘ସିକ୍ରେଟ୍ ଭିଡ଼ିଓ’ ଶେୟାର୍ କରିଛନ୍ତି ସ୍ୱାମୀ ଆନନ୍ଦ ଆହୁଜା । ଏହି ଭିଡ଼ିଓଟିକୁ ମଙ୍ଗଳବାର ଦିନ ସୋନମଙ୍କ ୩୫ତମ ଜନ୍ମ ଦିବସରେ ସୋସିଆଲ୍ ମିଡ଼ିଆରେ ନିଜେ ଆନନ୍ଦ ହିଁ ଶେୟାର୍ କରିଛନ୍ତି । ଭିଡ଼ିଓଟି ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ…

ଇନଷ୍ଟାଗ୍ରାମ୍ ଆଣିଲା ଏହିସବୁ ଲାଟେଷ୍ଟ ଫିଚର !

ଭୁବନେଶ୍ୱର: ଇନଷ୍ଟାଗ୍ରାମ ୟୁଜର୍ସଙ୍କ ପାଇଁ ଖୁସି ଖବର। ଅପଡେଟ ସହ ଇନଷ୍ଟାଗ୍ରାମ ନିଜ ଗ୍ରାହକଙ୍କୁ ଭେଟି ଦେଉଛି ଅନେକ ପ୍ରକାରର ଖାସ ଫିଚର୍ସ । ମିଳିଥିବା ସୂଚନା ଅନୁଯାୟୀ ଇନଷ୍ଟାଗ୍ରାମର ବୁମେରାଙ୍ଗ ଫିଚରରେ ଶ୍ଲୋ ମୋସନ, ଇକୋ ଏବଂ ଡ଼ୁଓ ଇଫେକ୍ଟ ଯୋଡି ହୋଇଯାଇଛି । ଏହା ବ୍ୟତୀତ ଏହି…

ଚର୍ଚ୍ଚାରେ ପୁଣି କମେଡି କିଙ୍ଗ କପିଲ ଶର୍ମା

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ‘ଦି କପିଲ୍‌ ଶର୍ମା ଶୋ’ର ହୋଷ୍ଟ୍ ତଥା କମେଡିକିଙ୍ଗ କପିଲ ଶର୍ମା କିଛି ନା କିଛି କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି । କେତେବେଳେ ବ୍ୟକ୍ତିଗତ କାରଣ ତ ଆଉ କେତେବେଳେ କାର୍ଯ୍ୟକ୍ଷେତ୍ରର ବିବାଦ କପିଲଙ୍କ ଚର୍ଚ୍ଚାର ବିଷୟ ସଜିଥାଏ।…