Latest Odisha News

ବାହୁବଳୀଙ୍କ କ୍ରେଜ: ରିଲିଜ ହେବାକ୍ଷଣି ସୋସିଆଲ ମିଡିଆରେ ଛାଇଗଲା ‘ସାହୋ’ର ପୋଷ୍ଟର

ମୁମ୍ବାଇ: ବାହୁବଳୀ ଷ୍ଟାର ପ୍ରଭାସଙ୍କ ଆଗାମୀ ସିନେମା ‘ସାହୋ’ର ନୂଆ ପୋଷ୍ଟର ରିଲିଜ ହେଉହେଉ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ସିନେମାରେ ପ୍ରଭାସଙ୍କ ବିପକ୍ଷରେ ଶ୍ରଦ୍ଧା କପୂର ନଜର ଆସିବେ । ପ୍ରଭାସ ଓ ଶ୍ରଦ୍ଧା ଥିବା ପୋଷ୍ଟରକୁ ତରୁଣ ଆଦର୍ଶ ନିଜ ଟ୍ୱିଟର ଆକାଉଣ୍ଟରେ ଶେଆର କରିଛନ୍ତି । ପୋଷ୍ଟରଟି ଖୁବ୍ ଆକର୍ଷଣୀୟ ହୋଇଥିବାବେଳେ ଲୋକମାନଙ୍କଠାରୁ ବେଶ ପ୍ରଶଂସା ମଧ୍ୟ ସାଉଁଟିଛି ।

ଏହି ଚଳଚ୍ଚିତ୍ର ୧୫ ଅଗଷ୍ଟରେ ପରଦାକୁ ଆସିବାର ଥିବାବେଳେ କୌଣସି କାରଣ ବଶତଃ ଏହାର ରିଲିଜ ସମୟକୁ ଅଗଷ୍ଟ ୩୦କୁ ବଢାଇ ଦିଆଯାଇଛି ।

Leave A Reply

Your email address will not be published.