Latest Odisha News

BREAKING NEWS

ଶୁକ୍ରବାର ଦିନ ଭୁବନେଶ୍ୱର ଓ କଟକରେ ବନ୍ଦ ରହିବ ବିଦ୍ୟୁତ ସେବା, ଜାଣନ୍ତୁ କେଉଁଠି…

ଭୁବନେଶ୍ୱର/କଟକ: ଭୁବନେଶ୍ୱର ଓ କଟକରେ ଆସନ୍ତାକାଲି ତଥା ନଭେମ୍ବର ୧୫ ତାରିଖରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା କରାଯାଇଛି ।

ଜାଣନ୍ତୁ, ଭୁବନେଶ୍ୱର ଓ କଟକର କେଉଁସବୁ ସ୍ଥାନରେ ଶୁକ୍ରବାର ଦିନ ବନ୍ଦ ରହିବ ବିଦ୍ୟୁତ୍ ସେବା

ଭୁବନେଶ୍ୱର:

ରାମ ମନ୍ଦିର, ନଳିନୀଦେବୀ କଲେଜ ଓ ଶ୍ରୀୟା ଛକ (ସକାଳ ୯ଟାରୁ ୧୦ଟା ଯାଏଁ)

ଶତାବ୍ଦୀ ନଗର, ସୌଭାଗ୍ୟ ନଗର, ମଞ୍ଚେଶ୍ୱର ଶିଳ୍ପାଞ୍ଚଳ, ଚକେଇସିଆଣି ଓ ଆଇଗିଣିଆ (ସକାଳ ୧୦ଟାରୁ ଦିନ ୧ଟା ଯାଏଁ)

ଫୁଲନଖରା ଓ ପାହାଳ (ସକାଳ ୯ଟାରୁ ଦିନ ୩ଟା ଯାଏଁ)

କଟକ:

ବାଦାମବାଡି, ଶଙ୍କରପୁର, ଛତ୍ରବଜାର ଓ ମହତାବ ରୋଡ୍ (ସକାଳ ୧୦ଟାରୁ ଦିନ ୩ଟା ଯାଏଁ)

ବହୁଗ୍ରାମ ଓ ନିଆଳି (ସକାଳ ୯ଟାରୁ ଦିନ ୨ଟା ଯାଏଁ)

ଢେଙ୍କାନାଳ:

କପିଳାସ, ଜୋରନ୍ଦା, ନିହଳପ୍ରସାଦ, ହିନ୍ଦୋଲ ରୋଡ୍ ଓ ବଇସିଙ୍ଗା (ସକାଳ ୯ଟାରୁ ଦିନ ୧ଟା ଯାଏଁ)

କେନ୍ଦ୍ରାପଡା:

ଗରଡପୁର, ଛପଲି ଏବଂ ମହାକାଳପଡା (ସକାଳ ୯ଟାରୁ ଦିନ ୩ଟା ଯାଏଁ)

 

Leave A Reply

Your email address will not be published.