Latest Odisha News

BREAKING NEWS

ଡିସେମ୍ବର ୨୩ ଓ ୨୪ରେ ଭୁବନେଶ୍ୱର ଓ କଟକର ଏହିସବୁ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ ସେବା, ଜାଣନ୍ତୁ

ଭୁବନେଶ୍ୱର/କଟକ: ଭୁବନେଶ୍ୱର ଓ କଟକରେ ଆସନ୍ତା ଡିସେମ୍ବର ୨୩ ଓ ୨୪ ତାରିଖରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା କରାଯାଇଛି ।

ମରାମତିଜନିତ କାର୍ଯ୍ୟ ଲାଗି ଉକ୍ତ ଅଞ୍ଚଳ ଗୁଡିକରେ କିଛି ସମୟ ପାଇଁ ବିଦ୍ୟୁତ୍ ସେବା ବନ୍ଦ କରାଯାଉଥିବା ଜଣାପଡିଛି ।

ଜାଣନ୍ତୁ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ ଓ କଟକର କେଉଁସବୁ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ୍ ସେବା…(୨୩.୧୨.୨୦୧୯)

ଭୁବନେଶ୍ୱର

ବାରଙ୍ଗ, ରଘନାଥପୁର, ମାରୁତି ରେସିଡେନ୍ସି, ନନ୍ଦନକାନନ, ଜିଡିସ୍ ଟାୱାର, ତାରେଣି ବିହାର, ମେନସନ୍ (ସକାଳ ୯ଟାରୁ ଦିନ ୧୨ଟା ଯାଏଁ)

କଟକ

କେଶପୁର, ବିଦ୍ୟାଧର ପୁର, ଓଏସଏପି, ଅପାଣିଆ (ସକାଳ ୯ଟାରୁ ଦିନ ୧୨ଟା ଯାଏଁ)

ଢେଙ୍କାନାଳ

ଢେଙ୍କାନାଳ ସେକ୍ସନ ଅଞ୍ଚଳ (ଦିନ ୧୦ଟାରୁ ଦିନ ୧୨ଟା ଯାଏଁ)

କପିଳାସ, ମଣ୍ଡର, ଗଣ୍ଡିଆ, ଯୋରନ୍ଦା, କରମୁଲ, ନିହାଳ ପ୍ରସାଦ, ଘଟିପିରି (ସକାଳ ୯ଟାରୁ ଦିନ ୧୨ଟା ଯାଏଁ)

ସେହିପରି ଭୁବନେଶ୍ୱର, ପୁରୀ, ଢେଙ୍କାନାଳ ଓ କଟକର କେଉଁସବୁ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ୍ ସେବା…(୨୪.୧୨.୨୦୧୯)

କଟକ

ଶିଖରପୁର (ଦିନ ୧୦ଟାରୁ ଦିନ ୧ଟା ଯାଏଁ)

ଢେଙ୍କାନାଳ

ଢେଙ୍କାନାଳ ନଂ-୨ ସେକ୍ସନ ଅଞ୍ଚଳ (ସକାଳ ୯ ଟାରୁ ଦିନ ୩ଟା ଯାଏଁ)

ଘଟିପିରି (ଦିନ ୧୦ଟାରୁ ଅପରାହ୍ନ ୪ଟା ଯାଏଁ)

Leave A Reply

Your email address will not be published.