Latest Odisha News

BREAKING NEWS

ଆସନ୍ତୁ ଜାଣିବା ବାହୁବଳୀ ଫେମ୍ ପ୍ରଭାସ ବଲିଉଡରେ କାହାକୁ ଫଲୋ କରନ୍ତି !

ମୁମ୍ବାଇ: ଦକ୍ଷିଣ ଭାରତର ସୁପର ଷ୍ଟାର ତଥା ବାହୁବଳୀ ଫେମ୍ ପ୍ରଭାବଙ୍କ ଇନଷ୍ଟାଗ୍ରାମରେ ୬୦ ଲକ୍ଷରୁ ଅଧିକ ଫଲୋର୍ସ ଅଛନ୍ତି । ତେବେ ପ୍ରଭାସ ବହୁତ ଅଳ୍ପ ଲୋକଙ୍କୁ ଫଲୋ କରନ୍ତି । ଏପରିକି ବଲିଉଡର ସୁପରଷ୍ଟାର ଶାହାରୁଖ ଖାଁ ଏବଂ ସଲମାନ ଖାଁଙ୍କୁ ମଧ୍ୟ ସେ ଫଲୋ କରନ୍ତି ନାହିଁ । ପ୍ରଭାସ ହିରୋଇନଙ୍କ ମଧ୍ୟରେ ଦୀପିକା ପାଦୁକୋନ, ଶ୍ରଦ୍ଧା କାପୁର, କୃତି ସେନନ, ଶ୍ରୁତି ହାସନ, ଭାଗ୍ୟଶ୍ରୀ ଓ ପୂଜା ହେଗେଡଙ୍କୁ ଏବଂ ହୀରୋଙ୍କ ମଧ୍ୟରେ କେବଳ ଅମିତାଭ ବଚ୍ଚନ ଓ ସନୀ ସିଂଙ୍କୁ ଫଲୋ କରନ୍ତି ।

ଯେଉଁ ହୀରୋଇନଙ୍କ ସହ କାମ କରି ସାରିଛନ୍ତି ଏବଂ କରୁଛନ୍ତି ସେମାନଙ୍କୁ କେବଳ ଫଲୋ କରନ୍ତି । ବାହୁବଳୀ ଫିଲ୍ମ ପରେ ପ୍ରଭାସ ଏବେ ଘରେ ଘରେ ପରିଚିତ ନାମ ହୋଇ ସାରିଛନ୍ତି । ତାଙ୍କର ଆଗାମୀ ଫିଲ୍ମ ଆଦିପୁରୁଷ ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.