Latest Odisha News

BREAKING NEWS

ବିଞ୍ଝାରପୁରରୁ ବିଜେଡି ପ୍ରାର୍ଥୀ ପ୍ରମିଳା ମଲ୍ଲିକ ଓ ବରୀରୁ ବିଶ୍ବରଂଜନ ମଲ୍ଲିକ ବିଜୟୀ

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ବିଜେଡିର ବିଜୟ । ବିଞ୍ଝାରପୁର ବିଧାନସଭା ଆସନରେ ବିଜୟ ହୋଇଛନ୍ତି ବିଜେଡି ପ୍ରାର୍ଥୀ ପ୍ରମିଳା ମଲ୍ଲିକ ।

ସେହିପରି ବରୀରୁ ବିଜେଡି ପ୍ରାର୍ଥୀ ବିଶ୍ବରଂଜନ ମଲ୍ଲିକ ବିଜୟୀ ହୋଇଛନ୍ତି । ୫୨ ହଜାର ଭୋଟ୍‌ ରେ ବିଶ୍ବରଂଜନ ବିଜୟୀ ହୋଇଛନ୍ତି ।

Leave A Reply

Your email address will not be published.