ଭୁବନେଶ୍ୱର: ରବିବାର ସକାଳେ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ହୋଇଥିବା ବେଳେ ସରକାରୀ ଦଳର ମୁଖ୍ୟ ସଚେତକ ଓ ଉପ-ମୁଖ୍ୟ ସଚେତକ ପଦ ମଧ୍ୟ ପରିବର୍ତ୍ତନ କରାଯାଇଛି । ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ସରକାରୀ ଦଳ ମୁଖ୍ୟ ସଚେତକ ଭାବେ ପ୍ରମିଳା ମଲ୍ଲିକଙ୍କ ସ୍ଥାନ ନେଇଛନ୍ତି ।
ସେପଟେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ମିଳିଛି ଉପ-ମୁଖ୍ୟସଚେତକ ଦାୟିତ୍ୱ । ସଂସଂଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏକ ନୋଟିସ ଜାରି କରି ଏହି ସୂଚନା ଦିଆଯାଇଛି ।
BREAKING NEWS
- କୁଲରରୁ ଥଣ୍ଡା ପବନ ବଦଳରେ ଗରମ ପବନ ଆସୁଛି କି? ଆପଣାନ୍ତୁ ଏହି ଟିପ୍ସ..
- ଲମ୍ବିଛି ରାଜା ଚକ୍ରଙ୍କ ବ୍ୟାବସାୟିକ ସାମ୍ରାଜ୍ୟ, ସେମିଳିଗୁଡ଼ାରୁ ଜବତ ହେଲା ୧୪ ଗାଡି!
- ଆହୁରି ଦୁଇ ଦିନ ଗ୍ରୀଷ୍ମ ପ୍ରବାହ, ଏପ୍ରିଲ ୨ ପରେ କାଳବୈଶାଖୀ ବର୍ଷା ସମ୍ଭାବନା
- କୋଲେଷ୍ଟ୍ରଲ ବୃଦ୍ଧି ହେଲେ ଶରୀରରେ ଏହି ସବୁ ପରିବର୍ତ୍ତନ ଆସେ…
- ଶ୍ରୀଜିଉଙ୍କ ଖସାପଡ଼ା ନୀତି, ୫ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
- ସରିଲା ରେଲୱେ ଟ୍ରାକ୍ ମରାମତି କାମ, ଖୁବ ଶୀଘ୍ର ହେବ ରେଳ ଚଳାଚଳ
- ଆଜି ପବିତ୍ର ଇଦ୍ ଉଲ ଫିତର; ସମୂହ ନମାଜ ପାଠ କରୁଛନ୍ତି ମୁସଲମାନ ଭାଇଭଉଣୀ
- ପାଣିକୁ ଧୀରେ ଧୀରେ କାହିଁକି ପିଇବାକୁ ପରାମର୍ଶ ଦିଆଯାଏ ?
- ମିଆଁମାର ଭୂମିକମ୍ପ: ମୃତ୍ୟୁସଂଖ୍ୟା ୧୭୦୦କୁ ବୃଦ୍ଧି
- ଦଣ୍ଡନାଚ ବେଳେ ବୋହିଲା ରକ୍ତର ନଦୀ, କମିଟି ସଦସ୍ୟଙ୍କୁ ହତ୍ୟା
Comments are closed.