Latest Odisha News

BREAKING NEWS

କଂଗ୍ରେସ ଛାଡିଲେ ପ୍ରେମାନନ୍ଦ ବେହେରା

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଶନିବାର ଦିନ କଂଗ୍ରେସ ନେତା ପ୍ରେମାନନ୍ଦ ବେହେରା ଦଳରୁ ଇସ୍ତଫା ଦେଇଛନ୍ତି ।

ଶ୍ରୀଯୁକ୍ତ ବେହେରା ନିଜ ଇସ୍ତଫା ପତ୍ର ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି ।

ସତ୍ୟବାଦୀ ପଞ୍ଚାୟତ ସମିତିର ପୂର୍ବତନ ଚେୟାରମ୍ୟାନ୍ ଶ୍ରୀଯୁକ୍ତ ବେହେରା ଦଳର ଟିକେଟ ବଣ୍ଟନରେ ଅସନ୍ତୋଷ ପ୍ରକାଶ କରି ନିଜ ଇସ୍ତଫା ପ୍ରଦାନ କରିଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

Leave A Reply

Your email address will not be published.