Latest Odisha News

BREAKING NEWS

ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର : ଆସୁଛି ପୌର ନିର୍ବାଚନ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି । ଜାନୁଆରୀ ଶେଷ ସୁଦ୍ଧା ସବୁ ଜିଲ୍ଲାକୁ ଇଭିଏମ୍ ମେସିନ ପଠାଯିବ । ରାଜ୍ୟରେ ୧୦୫ ପୌରାଞ୍ଚଳ ଓ ୩ ଟି ମହାନଗର ନିଗମରେ ହେବ ମତଦୋନ ।

କଟକ, ଭୁବନେଶ୍ୱର ,ବ୍ରହ୍ମପୁର ମହାନଗର ନିଗମରେ ମତଦାନ ହେବ । ଏନେଇ ଗଜପତି, କଳାହାଣ୍ଡି, କୋରାପୁଟ ଇଭିଏମ୍ ମେସିନ ପଠାଯାଇଛି । ଆଜି ମୋଟ୍ ୩ ହଜାର ୨୫ ଟି ଇଭିଏମ୍ ମେସିନ ପଠାଯିବ ବୋଲି ସୂଚନା ମିଳିଛି ।

ହେଲେ ବିଏମସି ନିର୍ବାଚନ ତାରିଖ ଘୋଷଣା କରିବାକୁ ଆଉ ବହୁ ଦିନ ବାକି ଅଛି । ସେପଟେ ୱାର୍ଡ ସଂରକ୍ଷଣକୁ ନେଇ ଆଶୀୟୀ ପ୍ରାର୍ଥୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.