ଫ୍ଲୋରିଡା: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫ୍ଲୋରିଡାରେ ମତଦାନ ପ୍ରକ୍ରିୟା ଶେଷ କରିଛନ୍ତି। ଏହା ପରେ ସେ କହିଛନ୍ତି ଯେ ଟ୍ରମ୍ପ ନାମକ ଜଣେ ବ୍ୟକ୍ତିଙ୍କୁ ସେ ଭୋଟ୍ ଦେଇଛନ୍ତି। ସେ ପୂର୍ବରୁ ନ୍ୟୁୟର୍କରେ ମତଦାନ କରୁଥିଲେ କିନ୍ତୁ ଗତ ବର୍ଷ ତାଙ୍କ ବାସଭବନକୁ ଫ୍ଲୋରିଡାକୁ ବଦଳାଇ ଦେଇଥିଲେ।
ମତଦାନ କେନ୍ଦ୍ର ବାହାରେ ବହୁ ସଂଖ୍ୟାରେ ଟ୍ରମ୍ପ୍ଙ୍କ ସମର୍ଥକମାନଙ୍କୁ ଦେଖିବାକୁ ମିଳିଥିଲା। ଭୋଟ୍ ଦେବା ସମୟରେ ରାଷ୍ଟ୍ରପତି ଟ୍ରମ୍ପ୍ ମାସ୍କ ପିନ୍ଧିଥିଲେ। ସେ ଏହାକୁ “ଅତ୍ୟନ୍ତ ସୁରକ୍ଷିତ ମତଦାନ” ଥିଲା ବୋଲି କହିଛନ୍ତି ଟ୍ରମ୍ପ୍।
Comments are closed.