ନୂଆଦିଲ୍ଲୀ: ଆଜି ମହାଶିବ ରାତ୍ରି । ମହାଶିବ ରାତ୍ରି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ମହାଶିବ ରାତ୍ରିର ଶୁଭେଚ୍ଛା ଜଣାଇଛନ୍ତି । ସମସ୍ତଙ୍କ ଜୀବନରେର ସୁଖ,ଶାନ୍ତି ଆଣୁ ମହାଶିବ ରାତ୍ରି ବୋଲି ଲେଖିଛନ୍ତି ମୋଦୀ । ଶିବରାତ୍ରିର ଶୁଭେଚ୍ଛା ଜଣାଇବା ସହ ଜୟ ଭୋଲାନାଥ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ।
देश के मेरे सभी परिवारजनों को महाशिवरात्रि की हार्दिक शुभकामनाएं। मेरी कामना है कि यह महापर्व हर किसी के जीवन में नई ऊर्जा लेकर आए और अमृतकाल में देश के संकल्पों को भी नई शक्ति प्रदान करे। जय भोलेनाथ!
— Narendra Modi (@narendramodi) March 8, 2024
ବିଜେପି ବରିଷ୍ଠ ନେତା ତଥା ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ମହାଶିବରାତ୍ରୀର ଶୁଭକାମାନା ଜଣାଇଛନ୍ତି । କହିଛନ୍ତି ଆଜିର ଶୁଭଦିନରେ ସମସ୍ତଙ୍କ ଶୁଭକାମନା । ସମସ୍ତଙ୍କ ସୁଖ ଶାନ୍ତି ଏବଂ ଭଲ ସ୍ବାସ୍ଥ୍ୟ ପାଇଁ କାମନା କରିବା ସହ ହର ହର ମହାଦେବ ଲେଖିଛନ୍ତି ଗୃହମନ୍ତ୍ରୀ ।
सभी देशवासियों को महाशिवरात्रि के पावन पर्व की अनंत शुभकामनाएँ। देवों के देव महादेव से सभी की समृद्धि और उत्तम स्वास्थ्य की प्रार्थना करता हूँ।
हर हर महादेव 🙏 pic.twitter.com/fUmv2kUDVN— Amit Shah (Modi Ka Parivar) (@AmitShah) March 8, 2024
ଏହା ଶହ ଦେଶବାସୀଙ୍କୁ ରକ୍ଷାମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଶୁଭକାମନା ଜଣାଇଛନ୍ତି । ସେ ଲେଖିଛନ୍ତି ମହାଶିବ ରାତ୍ରିର ବଡ଼ ପର୍ବରେ ସମସ୍ତଙ୍କୁ ଶୁଭକାମନା । ଭୋଳା ବାବା ସମସ୍ତଙ୍କୁ ଭଲ ରଖିବା ସହ ଖୁସି ରଖିବାକୁ ପ୍ରାର୍ଥନା କରିବା ସହ ଜୟ ଭୋଳାନାଥ ଲେଖିଛନ୍ତି ରକ୍ଷାମନ୍ତ୍ରୀ ।
सभी देशवासियों को महाशिवरात्रि के पावन पर्व की अनंत शुभकामनाएँ। देवों के देव महादेव से सभी की समृद्धि और उत्तम स्वास्थ्य की प्रार्थना करता हूँ।
हर हर महादेव 🙏 pic.twitter.com/fUmv2kUDVN— Amit Shah (Modi Ka Parivar) (@AmitShah) March 8, 2024
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଶିବରାତ୍ରି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମହାଦେବ ସମସ୍ତଙ୍କ ଭଲ ରଖନ୍ତୁ ବୋଲି ସେ ପ୍ରାର୍ଥନା କରିଛନ୍ତି ।
सभी देशवासियों को महाशिवरात्रि के पावन अवसर की हार्दिक शुभकामनाएँ।
देवाधिदेव महादेव के आशीर्वाद से आपके जीवन में सुख, शांति व समृद्धि का वास हो, यही कामना है। #MahaShivaratri pic.twitter.com/V5uxYYtsPd
— Mallikarjun Kharge (@kharge) March 8, 2024
ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ମହାଶିବ ରାତ୍ରି ଅବସରରେ ସୋସିଆଲ ମିଡିଆରେ ସମସ୍ତଙ୍କୁ ଶୁଭକାମନା ଜଣାଇଛନ୍ତି ।
देवाधिदेव महादेव की आराधना को समर्पित पावन पर्व महाशिवरात्रि की प्रदेश वासियों एवं सभी श्रद्धालुओं को हार्दिक बधाई व शुभकामनाएं!
भगवान भोलेनाथ और माता पार्वती की कृपा से सभी के मनोरथ पूर्ण हों, सृष्टि का कल्याण हो।
हर-हर महादेव! pic.twitter.com/f3tZ7t3N2x
— Yogi Adityanath (मोदी का परिवार) (@myogiadityanath) March 7, 2024
ସେପଟେ ଦଶରେ ମଧ୍ୟ ବିଭିନ୍ନ ସ୍ଥାନରେ ଭୋଳା ବାବାଙ୍କ ଦର୍ଶନ ପାଇଁ ବେଶ ଗହଳି ଲାଗିଛି । ଲୋକେ ପୂଜାର୍ଚ୍ଚନା କରିବା ମନ୍ଦିରରେ ଧାଡ଼ିରେ ଛିଡ଼ା ହୋଇଛନ୍ତି ।
Comments are closed.