Latest Odisha News

BREAKING NEWS

[ଭିଡିଓ] ପ୍ରି ଓସ୍କାର ଆୱାର୍ଡ ଇଭେଣ୍ଟରେ ବ୍ଲାକ ଶାଢୀ ପିନ୍ଧି ଗର୍ଜିୟସ୍ ଲୁକରେ ନଜର ଆସିଲେ ପ୍ରିୟଙ୍କା ଚୋପ୍ରା

ଦିଲ୍ଲୀ : ବଲିଉଡ ବିୟୁଟି ପ୍ରିୟଙ୍କା ଚୋପ୍ରା ଦେଶୀ ଲୁକରେ ନଜର ଆସିଲେ । ଆସନ୍ତା ୨୭ ତାରିଖରେ ଓସ୍କାର ଆୱାର୍ଡ ଅନୁଷ୍ଠିତ ହେବାକୁ ଯାଉଛି ।ଏହି ଇଭେଣ୍ଟ ପୂର୍ବରୁ ମାର୍ଚ୍ଚ ୨୩ ତାରିଖରେ ଏକ ପ୍ରି ଇଭେଣ୍ଟ ଆୟୋଜନ କରାଯାଇଥିଲା । ଏହି ଇଭେଣ୍ଟରେ ପ୍ରିୟଙ୍କା ଚୋପ୍ରା ବ୍ଲାକ ଶାଢୀ ପିନ୍ଧି ପୁର। ଦେଶୀ ଲୁକରେ ନଜର ଆସିଥିଲେ ।ଏବେ ପ୍ରିୟଙ୍କାଙ୍କ ଏହି ଟ୍ରାଡିସନାଲ୍ ଇଣ୍ଡିଆନ୍ ଲୁକକୁୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି ।ଏହି କଳା ଶାଢୀ ପିନ୍ଧି ଖୁବ୍ ସୁନ୍ଦର ଲାଗୁଥିଲେ ପ୍ରିୟଙ୍କା ।

 

View this post on Instagram

 

A post shared by Jerry x Mimi 😍 (@jerryxmimi)

 

ସେପଟେ ପ୍ରିୟଙ୍କାଙ୍କ ଏହି ଲୁକକୁ ନେଇ ଫ୍ୟାନ ମାନେ ସୋସିଆଲ ମିଡିଆରେ ନାନା କମେଣ୍ଟ ଦେଇଛନ୍ତି ।କିଏ କହିଛନ୍ତି ଦେଶ ଗର୍ଲ ତ କିଏ ଗର୍ଜିୟସ୍ ମମି ବୋଲି କହିଛନ୍ତି ।ତେବେ ଆସନ୍ତା ୨୭ ତାରିଖରେ ଓସ୍କାର ଆୱାର୍ଡ ଅନୁଷ୍ଠିତ ହେବ ।ଏହି ପୋଗ୍ରାମରେ କି ନିୟୁ ଲୁକରେ ନଜର ଆସିବେ ପ୍ରିୟଙ୍କା ସେନେଇ ଫ୍ୟାନଙ୍କ ଉତ୍ସାହ ବଢିବାରେ ଲାଗିଛି ।

Leave A Reply

Your email address will not be published.