Latest Odisha News

ପିଏସଏଲଭି-ସି୪୬ ସଫଳ ଉତକ୍ଷେପଣ, ସୀମାରେ ରଖିବ ତୀକ୍ଷ୍ନ ନଜର

ଶ୍ରୀହରିକୋଟା : ମହାକାଶକୁ ଉପଗ୍ରହ ଉତକ୍ଷେପଣ କରିବାରେ ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ)କୁ ଆଜି ଆଉ ଏକ ସଫଳତା ମିଳିଛି।

ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଆଜି ସକାଳ ୫ଟା ୩୦ ମିନିଟ ସମୟରେ ପୋଲାର ସାଟେଲାଇଟ୍ ଲଞ୍ଚ ଭେହିକିଲ୍ (ପିଏସଏଲଭି) ସି-୪୬ ସଫଳତାର ସହ ଭୂପୃଷ୍ଠ ପର୍ଯ୍ୟବେକ୍ଷଣ କରିପାରୁଥିବା କୃତ୍ରିମ ଉପଗ୍ରହ ‘ରେଡର୍ ଇମେଜିଂ ସାଟେଲାଇଟ୍-ଟୁ-ବି’କୁ (ରିସାଟ୍-ଟୁ-ବି) କକ୍ଷପଥରେ ଅବସ୍ଥାପିତ କରିଛି ।

ଇସ୍ରୋର କହିବାନୁଯାୟୀ- ପିଏସଏଲଭି ସି-୪୬ ଇସ୍ରୋର ୪୮ତମ ଉଡାଣ । ଏହାର ଓଜନ ୬୧୫ କେଜି ବୋଲି ଜଣାପଡ଼ିଛି।

Comments are closed.