Latest Odisha News

BREAKING NEWS

ସାହିତ୍ୟ ପତ୍ରିକା ‘ଅକ୍ଷାଂଶ’ର ଶାରଦୀୟ ସଂଖ୍ୟା ଉନ୍ମୋଚିତ

ଭୁବନେଶ୍ୱର : ହରିଶ୍ଚନ୍ଦ୍ର ବେହେରାଙ୍କ ସମ୍ପାଦନାରେ ପ୍ରକାଶିତ ସାହିତ୍ୟ ପତ୍ରିକା ‘ ଅକ୍ଷାଂଶ’ର ଶାରଦୀୟ ସଂଖ୍ୟା ସ୍ଥାନୀୟ ଜୟଦେବ ଭବନରେ ବିଶିଷ୍ଟ କବି ଫନୀ ମହାନ୍ତିଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ।

।ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଷ୍ଟ୍ରଦୂତ କବି ଅମରେନ୍ଦ୍ର ଖଟୁଆ ବରେଣ୍ୟ ଅତିଥି, କବି କମଳ ଲୋଚନ ମହାନ୍ତି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ତାଙ୍କ ସହ ପ୍ରମୋଦ କୁମାର ମଲ୍ଲିକ, ଧନଞ୍ଜୟ ସ୍ୱାଇଁ, ଭିକାରି ଧଳ, ମୁରଲୀଧର ସାମଲ ଏବଂ ବହୁ ଲେଖକ, ଲେଖିକା, ପାଠକ,ପାଠିକା ଯୋଗ ଦେଇ ପତ୍ରିକାଟିର ଭୂୟସୀ ପ୍ରଂଶସା କରିଥିଲେ ।

Leave A Reply

Your email address will not be published.