ଚଣ୍ଡିଗଡ: ପଂଜାବରେ ଫେଲ୍ ମାରିଲା ଲକ ଡାଉନ ବ୍ୟବସ୍ଥା । ଲାଗୁ ହେଲା କର୍ଫ୍ୟୁ । କରୋନା ଭାଇରସର ମୁକାବିଲା ପାଇଁ ପଂଜାବ ସରକାର ସୋମବାରଠାରୁ ରାଜ୍ୟରେ କର୍ଫ୍ୟୁ ଲାଗୁ କରିଛନ୍ତି । ଦେଶର ପ୍ରଥମ ରାଜ୍ୟ ଭାବେ ପଂଜାବ ଏହି କର୍ଫ୍ୟୁ ଲାଗୁ କରିଛି ।
କରୋନା ଭାଇରସ ସହ ଲଢିବା ପାଇଁ ଦେଶର କିଛି ରାଜ୍ୟକୁ ଆସନ୍ତା ୩୧ ତାରିଖ ପର୍ୟ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରାଯାଇଥିଲା। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ମଧ୍ୟ ସାରା ରାଜ୍ୟକୁ ସୋମବାରଠାରୁ ଲକ୍ଡାଉନ୍ ଘୋଷଣା କରିଥିଲେ। ହେଲେ ସୋମବାର ଏହା ସମ୍ପୂର୍ଣ୍ଣ ଭାବେ ଫେଲ୍ ମାରିଛି। ଲୋକେ ନିୟମ ନମାନି ଏଣେ ତେଣେ ବୁଲିଥିଲେ । ଏହାକୁ ଦେଖି ପଞ୍ଜାବ ସରକାର ରାଜ୍ୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରିଛନ୍ତି।
BREAKING NEWS
- ୧୫୦୦ ଟଙ୍କାର ହୁଇସ୍କିର ପ୍ରକୃତ ଦାମ୍ କେତେ ? ଜାଣନ୍ତୁ ସରକାର କେତେ ଟଙ୍କା ନେଇଥାନ୍ତି GST
- ପ୍ରଧାମନ୍ତ୍ରୀଙ୍କୁ ଭେଟିପାରିବେ କି ସାଧାରଣ ନାଗରିକ ? ଜାଣନ୍ତୁ ଉପାୟ, ଆପଣ ବି ଭେଟି ପାରିବେ
- ଜଷ୍ଟିସ ସଙ୍ଗମ କୁମାର ସାହୁ ହେଲେ ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି
- IAS: ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
- ବିଦେଶରେ ହୋଇଥିଲା ଗାନ୍ଧୀ ପରିବାରର ଏହି ସଦସ୍ୟଙ୍କ ବିବାହ, ଜାଣନ୍ତୁ କେଉଁମାନେ ହୋଇଥିଲେ ସାମିଲ
- କେମିତି ଦିଆଯାଇଥାଏ ଭାରତ ରତ୍ନ ? ଜାଣନ୍ତୁ କେମିତି ହୋଇଥାଏ ଏହାର ଚୟନ ପ୍ରକ୍ରିୟା
- ୭ ଦିନରେ ରାଜଧାନୀବାସୀ ପିଇଗଲେ ୩୨ କୋଟିର ମଦ
- ଏମଭି ୨୬ ଗାଁର ହିଂସାକାଣ୍ଡ ଘଟଣା: ୧୦ଟି ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…
- ବରୋଦା-ହାଇଦ୍ରାବାଦ ମ୍ୟାଚରେ ୫ ଶତକ, ଲିଷ୍ଟ ଏ କ୍ରିକେଟରେ ରେକର୍ଡ
- Odia Film: ଜାତୀୟ ସ୍ତରରେ ଚମକିଲା ଓଡ଼ିଆ କ୍ଷୁଦ୍ର ଫିଲ୍ମ ‘କାଲି ର ଆଶା’
Comments are closed.