Latest Odisha News

BREAKING NEWS

ଆଇପିଏସ ସ୍ତରରେ ବ୍ୟାପକ ଅଦଳବଦଳ: ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀ ରାଉରକେଲା ସ୍ଥାନାନ୍ତରୀତ

ଭୁବନେଶ୍ୱର: ଓଡ଼ିଶା ସରକାର ମଙ୍ଗଳବାର ଦିନ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିବା ସହିତ ବରିଷ୍ଠ ଅଧିକାରୀମାନଙ୍କ ଲାଗି ନୂତନ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ।

ନିକଟରେ ଇଲେକ୍ସନ କମିଶନ ରାଜ୍ୟ ସରକାର ମାନଙ୍କୁ ଏକ ନିର୍ଦ୍ଦେଶାନାମା ଯୋଗେ ଯେଉଁ ବରିଷ୍ଠ ଆଇପିଏସ / ଆଇଏଏସ ଅଧିକାରୀମାନେ ଗୋଟିଏ ସ୍ଥାନରେ ୩ ବର୍ଷ ବା ତଦୁର୍ଦ୍ଦ ବର୍ଷ କାଳ ଅବସ୍ଥାପିତ ହୋଇଥିବେ ସେମାନଙ୍କର ସ୍ଥାନ ପରିବର୍ତ୍ତ କରିବାକୁ ଜଣାଇଥିଲେ । ଏହି ନିର୍ଦ୍ଦେଶାନାମାନୁଯାୟୀ ଶନିବାର ଦିନ ରାଜ୍ୟ ସରକାର ବରିଷ୍ଠ ଆଇଏଏସ ଅଧିକାରୀମାନଙ୍କ ଅଦଳବଦଳ କରିଛନ୍ତି ।

ରାଜ୍ୟ ଗୃହ ବିଭାଗର ଏକ ବିଜ୍ଞପ୍ତି ଅନୁଯାୟୀ ଆଇପିଏସ ଅଧିକାରୀ ମାନଙ୍କ ଅଦଳବଦଳ ତାଲିକା:
୧ – ସୁନୀଲ ରାଏ (୧୯୮୭ ବ୍ୟାଚ), ଏଡ଼ିଜିପି ଡ଼ାଇରେକ୍ଟର, ଇଣ୍ଟେଲିଜେନ୍ସ, ସ୍ପେସାଲ ଡ଼ିଜି ଇଣ୍ଟେଲିଜେନ୍ସ ଭାବେ ନିଯୁକ୍ତ ।
୨ – ବିନୟାନନ୍ଦ ଝା (୧୯୮୮ ବ୍ୟାଚ), ଗୃହ ବିଭାଗ ଏଡ଼ିଜିପି, ଏଡ଼ିଜିପି ଓ ନିର୍ଦ୍ଦେଶକ ତଦନ୍ତ, ଓଏଚଆରସି ଭାବେ ନିଯୁକ୍ତ
୩ – ସିଦ୍ଧାର୍ଥ ମହାଡୁ ନର୍ଭଣେ (୧୯୮୯), ଏଡ଼ିଜିପି ଡ଼ାଇରେକ୍ଟର, ତଦନ୍ତ, ଓଏଚଆରସି ଏଡ଼ିଜିପି, ଏଚଆରପିସି ଭାବେ ନିଯୁକ୍ତ ।
୪ – ମହେନ୍ଦ୍ର ପ୍ରତାପ (୧୯୯୦), ଏଡ଼ିଜିପି, ଏଚଆରପିସି, ଏଡ଼ିଜିପି ଓ ଆଇଜି କାରାଗାର ଓ ଡ଼ିସିଏସ ଓଡ଼ିଶା ଭାବେ ନିଯୁକ୍ତ ।
୫ – ସଞ୍ଜୀବ ପଣ୍ଡା (୧୯୯୪), ଟ୍ରାନ୍ସପୋର୍ଟ କମିଶନର, ଓଡ଼ିଶା, ଆଇନ ଶୃଙ୍ଖଳା ଏଡ଼ିଜି ଭାବେ ନିଯୁକ୍ତ ।
୬ – ଅମିତାଭ ଠାକୁର (୧୯୯୮), ଆଇଜିପି, ଆଇନ ଶୃଙ୍ଖଳା, ଆଇଜିପି, ଏସଏପି ଭାବେ ନିଯୁକ୍ତ ।
୭ – ଏସ. ସ୍ୟାନି (୨୦୦୧), ଡ଼ିଆଇଜିପି, ସିଆଇଡ଼ି, ସିବି, ଆଇଜିପି ବିପିଏସପିଏ ଭାବେ ନିଯୁକ୍ତ ।
୮- ହିମାଂଶୁ କୁମାର ଲାଲ୍ (୨୦୦୩), ଡ଼ିଆଇଜି, ଏସଏପି, ଡ଼ିଆଇଜି, ଏସଡବ୍ଲ୍ୟୁଆର କୋରାପୁଟ ଭାବେ ନିଯୁକ୍ତ ।
୯- ୟତିନ୍ଦ୍ର କୋୟଲ (୨୦୦୦) ଆଇଜିପି, ଏସଟିଏଫ, ଆଇଜି, ଏସଆର ବ୍ରହ୍ମପୁର ଭାବେ ନିଯୁକ୍ତ ।
୧୦- ଆଶିଷ କୁମାର ସିଂହ (୨୦୦୪), ଡ଼ିଆଇଜି, ଏସଆର, ବ୍ରହ୍ମପୁର, ଡ଼ିଆଇଜି ଇଣ୍ଟେଲିଜେନ୍ସ ଭାବେ ନିଯୁକ୍ତ ।
୧୧ – ସାର୍ଥକ ଷଡ଼ଙ୍ଗୀ (୨୦୦୭), ଏସପି ପୁରୀ, ରାଉରକେଲା ଏସପି ଭାବେ ନିଯୁକ୍ତ ।
୧୨ – ଉମାଶଙ୍କର ଦାଶ (୨୦୦୮), ଏସପି, ରାଉରକେଲା, ପୁରୀ ଏସପି ଭାବେ ନିଯୁକ୍ତ ।
୧୩ – ସାରା ଶର୍ମା (୨୦୧୦), ଏସପି ବିପିଏସପିଏ, ଢେଙ୍କାନାଳ ଏସପି ଭାବେ ନିଯୁକ୍ତ ।
୧୪ – ଅନୁପମା ଜେମ୍ସ (୨୦୧୩), ଏସପି ଦେଓଗଡ଼, ଏସପି ଢେଙ୍କାନାଳ ଭାବେ ନିଯୁକ୍ତ ।
୧୫ – ରାହୁଲ ପି ଆର (୨୦୧୩), ଏସପି ରାୟଗଡ଼ା, ଏସପି, ସିଆଇଡ଼ି ସିବି (ଏସଟିଏଫ) ଭାବେ ନିଯୁକ୍ତ ।
୧୬ – ବିବେକାନନ୍ଦ ଶର୍ମା (୨୦୧୪), ଏସପି, ନବରଙ୍ଗପୁର, ଏସପି ସିଆଇଡ଼ି ସିବି ଏସଟିଏଫ ଭାବେ ନିଯୁକ୍ତ ।
୧୭ – ପଦ୍ମିନୀ ସାହୁ (୨୦୧୫), ଏସଡ଼ିପିଓ, ପାନପୋଷ, ଡ଼ିସିପି, ମୁଖ୍ୟ କାର୍ଯ୍ୟାଳୟ ଭାବେ ନିଯୁକ୍ତ ।
୧୮ – ରାହୁଲ ଜୈନ (୨୦୧୫), ଏସଡ଼ିପିଓ, ବଡ଼ବିଲ, ଏସପି, ଦେଓଗଡ଼ ଭାବେ ନିଯକ୍ତ ।
୧୯ – ସର୍ବଣା ବିବେକ (୨୦୧୫), ଏସଡ଼ିପିଓ ମାଲକାନଗିରି, ଏସପି ରାୟଗଡ଼ା ଭାବେ ନିଯୁକ୍ତ ।
୨୦ – କୁଶଲକର ନୀତିନ ଡୁଗୁଡୁ (୨୦୧୫), ଏସଡ଼ିପିଓ ବାଲିଗୁଡ଼ା, ଏସପି ନବରଙ୍ଗପୁର ଭାବେ ନିଯୁକ୍ତ ।
୨୧ – ପ୍ରତ୍ୟୁଷ ଦିବାକର (୨୦୧୫), ରାଜ୍ୟପାଳଙ୍କ ଏଏସପି ଓ ଏଡ଼ିସି, ରାଜ୍ୟପାଳଙ୍କ ଏସପି ଓ ଏଡ଼ିସି ଭାବେ ନିଯୁକ୍ତ ।
୨୨ – ମାଧବ ଚନ୍ଦ୍ର ସାହୁ (ଓପିଏସ – ୧), ଆଇ/ସି ଏସପି, କଟକ ଗ୍ରାମାଞ୍ଚଳ ଏଆଇଜି ଭାବେ ନିଯୁକ୍ତ ।
୨୩ – କେ ଡ଼ୋଙ୍ଗାୟତ (ଓପିଏସ – ୧), ଏଆଇଜି, ଆଇ/ସି ଏସଆରପି କଟକ, ଭାବେ ନିଯୁକ୍ତ ।
୨୪ – ଅମୂଲ୍ୟ କୁମାର ଦାସ (ଓପିଏସ – ୧), ଆଇ/ସି ଏସପି, ଗଜପତି, ଆଇ/ସି ଏସପି, ଖୋର୍ଦ୍ଧା ଭାବେ ନିଯୁକ୍ତ ।
୨୫ – ଦିପ୍ତି ରଞ୍ଜନ ରାୟ (ଓପିଏସ – ୧), ଆଇ/ସି ଏସପି, ଖୋର୍ଦ୍ଧା, ଆଇ/ସି ଏସପି, ସିଆଇଡ଼ି, ସିବି ଭାବେ ନିଯୁକ୍ତ ।
୨୬ – ସନ୍ତୋଷ କୁମାର ନାୟକ (ଓପିଏସ – ୧), ଆଇ/ସି ଏସପି ଢେଙ୍କାନାଳ, ଆଇ/ସି ଏସପି, ଏସଆଇଡ଼ବ୍ଲ୍ୟୁ ଭାବେ ନିଯୁକ୍ତ ।
୨୭ – ପ୍ରାଣଧନ ମହାପାତ୍ର (ଓପିଏସ – ୧) ଆଇ/ସି ଡ଼ିସିପି, ମୁଖ୍ୟାଳୟ, ଡ଼ିଜିପି (ଟି) ପିଇବି ମୁଖ୍ୟାଳୟ ଭାବେ ନିଯୁକ୍ତ ।
୨୮ – ରାଧା ବିନୋଦ ପାଣିଗ୍ରାହୀ (ଓପିଏସ ), ଓପିଏସ ଆଇ/ସି ଏସପି, ସିଆଇଡ଼ି ସିବି, ଆଇ/ସି ଏସପି କଟକ ଭାବେ ନିଯୁକ୍ତ ।
୨୯ – ରବିନାରାୟଣ ବେହେରା (ଓପିଏସ – ୧) ଏଆଇଜି, ମୁଖ୍ୟାଳୟ, ଡ଼ିଜିପି (ଟି), ପିଇବି ମୁଖ୍ୟାଳୟ ଭାବେ ନିଯୁକ୍ତ ।

Leave A Reply

Your email address will not be published.