ଭୁବନେଶ୍ୱର: ଘନ କୁହୁଡ଼ିର ଆସ୍ତରଣ ଯୋଗୁଁ ଶନିବାର ସକାଳେ ୨୦ ମିଟର ଦୂରରୁ ଅଦୃଶ୍ୟ ହୋଇଗଲା ଶ୍ରୀମନ୍ଦିର ।
ଏହାଛଡା ଭୁବନେଶ୍ୱର ପାଣିପାଗ ବିଭାଗ ଘନ କୁହୁଡି ପାଇଁ ଆଗାମୀ ୨୪ ଘଣ୍ଟା ପାଇଁ ଓଡ଼ିଶାର ୧୧ ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ।
ଓଡ଼ିଶାରେ ରାତିର ତାପମାତ୍ରା ଧୀରେଧିରେ ବଢୁଥିବାରୁ ଶୀତର ପ୍ରକୋପ କମିବ ବୋଲି ପାଣିପାଗ ବିଭାଗ ଅଧିକାରୀ ଚରଣ ବେହେରା ସୂଚନ ଦେଇଛନ୍ତି ।
Comments are closed.