Latest Odisha News

BREAKING NEWS

ଅଦୃଶ୍ୟ ହୋଇଗଲା ଶ୍ରୀମନ୍ଦିର !

ଭୁବନେଶ୍ୱର: ଘନ କୁହୁଡ଼ିର ଆସ୍ତରଣ ଯୋଗୁଁ ଶନିବାର ସକାଳେ ୨୦ ମିଟର ଦୂରରୁ ଅଦୃଶ୍ୟ ହୋଇଗଲା ଶ୍ରୀମନ୍ଦିର ।

ଏହାଛଡା ଭୁବନେଶ୍ୱର ପାଣିପାଗ ବିଭାଗ ଘନ କୁହୁଡି ପାଇଁ ଆଗାମୀ ୨୪ ଘଣ୍ଟା ପାଇଁ ଓଡ଼ିଶାର ୧୧ ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ।

ଓଡ଼ିଶାରେ ରାତିର ତାପମାତ୍ରା ଧୀରେଧିରେ ବଢୁଥିବାରୁ ଶୀତର ପ୍ରକୋପ କମିବ ବୋଲି ପାଣିପାଗ ବିଭାଗ ଅଧିକାରୀ ଚରଣ ବେହେରା ସୂଚନ ଦେଇଛନ୍ତି ।

Leave A Reply

Your email address will not be published.