ପୁରୀ: ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା । ପୁରୀ ତାଳବଣିଆ ଥାନା ଏଏସ୍ଆଇ ଚାକିରିରୁ ନିଲମ୍ବିତ ହୋଇଛନ୍ତି । ତାଙ୍କ ନାଁ ଲକ୍ଷ୍ମଣ ସରନ । ଏଏସ୍ଆଇ ଲକ୍ଷ୍ମଣ ସରନଙ୍କୁ ସସପେଣ୍ଡ କରିଛନ୍ତି ପୁରୀ ଏସପି କନଓ୍ୱର ବିଶାଳ ସିଂ । କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଗ୍ରୀଡକୋ ଛକରେ କର୍ତ୍ତବ୍ୟରେ ଅବହେଳା କରିଥିଲେ ଏଏସ୍ଆଇ । ଏସ୍ପିଙ୍କ ରାତ୍ରିକାଳୀନ ପାଟ୍ରୋଲିଂ ବେଳେ ଏଏସ୍ଆଇଙ୍କ ଅବହେଳା ସ୍ପଷ୍ଟ ହୋଇଥିଲା ।
BREAKING NEWS
- ଚେକିଂ ବେଳେ କାରରୁ ୧୦ ଲକ୍ଷ ଟଙ୍କା ଜବତ କରିଛି ପୋଲିସ
- ମାଓ ପ୍ରବଣ ଅଞ୍ଚଳରୁ ମତଦାନ ସାରି ହେଲିକପ୍ଟର ଯୋଗେ ଫେରିଲେ ନିର୍ବାଚନ ଅଧିକାରୀ
- କାହାର ହେବ ଭଞ୍ଜନଗର ?
- ଘରକଳି ବିଗାଡିବ ବିଜେପୁର ଅଙ୍କ !
- ପଦମପୁରରେ ଏଥର ବଦଳିବ ବାଜି !
- କାର୍ଯ୍ୟରେ ଅବହେଳା: ୩ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ ସହ ୨ ଜଣଙ୍କୁ ଗିରଫ ନିର୍ଦ୍ଦେଶ
- ପ୍ରଚାର ବେଳେ ବିଜେପି କର୍ମୀଙ୍କୁ ମାଡ
- ରାଜ୍ୟରେ ଦିନ ୩ଟା ସୁଦ୍ଧା ୫୨.୯୧ ପ୍ରତିଶତ ମତଦାନ
- ରେକର୍ଡ ଭାଙ୍ଗିବା ପୂର୍ବରୁ ଅବସର !
- ମହୁମାଛି ଆକ୍ରମଣରେ ୨୦ ଜଣ ଆହତ