Latest Odisha News

BREAKING NEWS

ସ୍ମାର୍ଟ ସ୍କୁଲ ଯୋଜନାରେ ସାମିଲ କରିବାକୁ ଦାବି

ପୁରୀ : ପୁରୀ ସଦର ବାସୁଦେବପୁର ଅନ୍ତର୍ଗତ କନକଦୂର୍ଗା ହାଇସ୍କୁଲ । ସ୍କୁଲରେ ପାଠପଢି ଅନେକ ରାଜ୍ୟ,ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ ହୋଇପାରିଛନ୍ତି । ସ୍ମାର୍ଟ ସ୍କୁଲର ସମସ୍ତ ମାପିକାଠି ପୂରଣ କରୁଥିବା ଏହି ସ୍କୁଲ କିନ୍ତୁ ସ୍ମାର୍ଟ ସ୍କୁଲ ଯୋଜନାରେ ସ୍ଥାନ ପାଇପାରିନାହିଁ । ଯାହାକୁ ନେଇ ଅସନ୍ତୋଷ ବଢିବା ସହିତ ସ୍କୁଲକୁ ସ୍ମାର୍ଟ ସ୍କୁଲ ଯୋଜନାରେ ସାମିଲ କରିବାକୁ ଦାବି କରିଛନ୍ତି ସ୍କୁଲର ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ।

 

Leave A Reply

Your email address will not be published.