ଫ୍ରେଞ୍ଚ ଓଫନ୍ ଜିତିଲେ ସ୍ପେନ୍ ଟେନିସ୍ ତାରକା ରାଫେଲ୍ ନାଡାଲ । ୨୦ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାତେଇଛନ୍ତି । ରବିବାର ରୋଲାଣ୍ଡ ଗାରୋସରେ ଖେଳା ଯାଇଥିବା ଫ୍ରେଞ୍ଚ ଓପନ ପୁରୁଷ ବିଭାଗ ଫାଇନାଲରେ ସର୍ବିଆର ନୋଭାକ୍ ଜୋକୋଭିଚଙ୍କୁ ପରାସ୍ତ କରି ଚମ୍ପିଆନ ହୋଇଛନ୍ତି । ଏକତରଫା ମୁକାବିଲାରେ ନାଡାଲ ୬-୦, ୬-୨, ୭-୫ରେ ଜୋକୋଭିଚଙ୍କୁ ପରାସ୍ତ କରିଥିଲେ ।

ଏହାକୁ ମିଶାଇ ୧୩ଥର ଫ୍ରେଞ୍ଚ ଓପନ୍ ଟାଇଟଲ୍ ଜିତିଲେଣି କିଙ୍ଗ ଅଫ୍ କ୍ଲେ ରାଫେଲ୍ ନାଡାଲ୍ । ଏହାସହ ସ୍ୱିଜରଲ୍ୟାଣ୍ଡ ଟେନିସ୍ ତାରକା ରୋଜର ଫେଡେରେରଙ୍କ ୨୦ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ ସହ ସମକକ୍ଷ ହୋଇଛନ୍ତି ନାଡାଲ । ଏହାପୂର୍ବରୁ ସର୍ବାଧିକ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ବିଜୟୀ ହେବାର ରେକର୍ଡ ଫେଡେରରଙ୍କ ନାଁରେ ଥିଲା ।
BREAKING NEWS
- ଇନ୍ଦୋରରେ ବ୍ୟାଟ୍ସମ୍ୟାନଙ୍କ ଭୂସ୍ୱର୍ଗରେ ଟିମ ଇଣ୍ଡିଆ ପଲା ଭାରୀ
- Phulbani Accident: ଦୁର୍ଘଟଣାରେ ଜଳିଗଲା ଅଟୋ-କାର୍;ଜଣେ ଜୀବନ୍ତ ଦଗ୍ଧ,ଗୁରୁତର ମେଡିକାଲ୍ରେ …
- ଖଣ୍ଡଗିରି ମେଳା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି; ଲାଗିବ ୧୦୦ ସିସିଟିଭି, ରହିବ ବ୍ୟାପକ ପୋଲିସ ବ୍ୟବସ୍ଥା
- ମ୍ୟାଚ ଜିତାଇବ ବୋଲି କହି ଫସିଲେ ତାନ୍ତ୍ରିକ: ଟିମ ହାରିଲା ଦେଲେ ୩୬ ଲକ୍ଷ
- ଶିବ ମନ୍ଦିର ଭିତରୁ ପୂଜକଙ୍କ ମୃତଦେହ ଉଦ୍ଧାର
- ୧୦ ଆକାଂକ୍ଷୀ ଜିଲ୍ଲାରେ ଆରମ୍ଭ ହେଲା ନ୍ୟାୟ ଓ ସମାଧାନର ବିକଳ୍ପ ମଞ୍ଚ ନାରୀ ଅଦାଲତ
- ରାଜ୍ୟ ସରକାରଙ୍କ ଅନୁମତି ପରେ ଆରମ୍ଭ ହେବ ରତ୍ନ ଅଳଙ୍କାରର ଗଣତି ମଣତି ପ୍ରକ୍ରିୟା..
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣାରେ ଗୁରୁତର ସୁଶାନ୍ତ ବିଶ୍ୱାଳ ଆଖିବୁଜିଲେ
- Parking Fee: ନିଜ ଜିଦରୁ ଓହରିଲା ପ୍ରଶାସନ, ୫୦୦ରୁ ୨୪୦କୁ କମିଲା ଭକ୍ତ ନିବାସର ପାର୍କିଂ ଫି
- ୧୯ ବର୍ଷରୁ କମ ବିଶ୍ୱକପ: ପୂନର୍ବାର ମୁଣ୍ଡ ଟେକିଲା ହ୍ୟାଣ୍ଡସେକ ବିବାଦ
Comments are closed.