ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେ ପୁନର୍ବାର ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ରାହାଣେଙ୍କ ପତ୍ନୀ ରାଧିକା ବୁଧବାର ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ସୋସିଆଲ ମିଡିଆରେ ରାହାଣେ ଏହି ଖୁସି ଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି । ସେ ଏ ନେଇ ଏକ ଟୁଇଟ ମଧ୍ୟ କରିଛନ୍ତି । ଉଭୟ ମାଆ ଏବଂ ପୁତ୍ର ସୁସ୍ଥ ଅଛନ୍ତି । ବିଭିନ୍ନ ମହଲରୁ ଏ ନେଇ ସେମାନଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ରାହାଣେ ଏବଂ ରାଧିକା ପିଲା ବେଳୁ ଭଲ ବନ୍ଧୁ ଅଟନ୍ତି । ଏହି ବନ୍ଧୁତ୍ୱ ପ୍ରେମରେ ପରିଣତ ହେବା ପରେ ୨୦୧୪ରେ ସେମାନେ ମରାଠୀ ରୀତୀନୀତି ଅନୁସାରେ ବିବାହ କରିଥିଲେ । ଏହାର ୫ ବର୍ଷ ପରେ ରାଧିକା କନ୍ୟା ସନ୍ତାନର ଜନନୀ ହୋଇଥିଲେ ।
BREAKING NEWS
- Town Hall Event: ଓଡ଼ିଶା ରାଜନୀତି ଓ ଅର୍ଥନୀତିରେ ‘ବିକଳ୍ପ’ର ସନ୍ଧାନ: ଭୁବନେଶ୍ୱରରେ ଅନୁଷ୍ଠିତ ହେଲା ‘ଟାଉନ ହଲ୍’
- Joins BJP: ‘ବିଜେଡିର ଉତ୍ତରାଧିକାରୀ ଯୋଜନା ନାହିଁ,ସୁଶାସନ ଦେଇ ପାରିବନି’;ପଦ୍ମ ଧରିବା ପରେ ରବୀନ୍ଦ୍ରଙ୍କ ଆଟାକ୍
- Middle East Crisis: ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ; ଯୋଗାଯୋଗ ପାଇଁ ନମ୍ୱର ଜାରି…
- LPG cylinders: “ଭୟ କରିବାର ଆବଶ୍ୟକତା ନାହିଁ,” LPG ଉପରେ ସରକାରଙ୍କ ବଡ଼ ସୂଚନା; ଜନସାଧାରଣଙ୍କୁ ଅପିଲ୍…
- Lok Adalat: ମାର୍ଚ୍ଚ ୧୪ରେ ଟିପିଏସ୍ଓଡିଏଲ୍ ଉପଭୋକ୍ତାଙ୍କ ନିମନ୍ତେ ଲୋକ ଅଦାଲତ
- ଅଲଗା ହେଲେ ଅଭିନେତ୍ରୀ ହଂସିକା ମୋଟୱାନୀ-ସୋହେଲ
- Naxal Free India:ଅସ୍ତ୍ରଶସ୍ତ୍ର ସହ ୧୦୮ ମାଓବାଦୀଙ୍କ ଆତ୍ମସମର୍ପଣ…ଏପଟେ ମାଓ ଡମ୍ପରୁ ୩କୋଟି ଟଙ୍କା ଓ ସୁନା ଉଦ୍ଧାର
- ଦିନିକିଆ କ୍ରିକେଟ: ୯୧ ବଲରେ ପାକିସ୍ତାନକୁ ହରାଇଲା ବାଂଲାଦେଶ
- Iranian Drones Hit Near Dubai Airport: ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଡ୍ରୋନ୍ ଆକ୍ରମଣ;ଜଣେ ଭାରତୀୟଙ୍କ ସମେତ ୪ ଆହତ
- ଆଇପିଏଲ ୨୦୨୬: ପ୍ରଥମ ପର୍ଯ୍ୟାୟର କାର୍ଯ୍ୟସୂଚୀ ଘୋଷଣା କଲା ବିିସିସିଆଇ
Comments are closed.