ବୁଡଗାମ: ଜମ୍ମୁ-କଶ୍ମୀରର ବୁଡଗାମ ଅଂଚଳରେ ସୁରକ୍ଷାକମୀଙ୍କୁ ବଡ ସଫଳତା ମିଳିଛି । କଶ୍ମୀର ପଣ୍ଡିତ ରାହୁଲ ଭଟଙ୍କ ହତ୍ୟକାରୀ ସମେତ ୩ ଆତଙ୍କୀଙ୍କୁ ସଫା କରାଯାଇ ପାରିଛି । ଲଶ୍କର ଇ ତୋଇବାର ଏହି ଆତଙ୍କବାଦୀ ଲୁଚି ରହିଥିବା ପୋଲିସ ଖବର ପାଇବା ପରେ ସମ୍ପୃକ୍ତ ଅଂଚଳକୁ ଘେରାଉ କରିଥିଲା । ଧରା ପଡିଯିବା ଭୟରେ ସେମାନେ ପୋଲିସ ଉପରକୁ ଗୁଳି ଚଳାଇଥିଲେ ପାଲଟା ଜବାବରେ ୩ ଆତଙ୍କୀ ମୃତ୍ୟୁବରଣ କରିଥିଲେ । ଲତିଫ ରାଥର ନାମକ ଆତଙ୍କୀ ରାହୁଲ, ଅମରୀନ ଭଟଙ୍କ ସମେତ ଅନ୍ୟ କେତେଜଣ ନିରୀହ ନାଗରିକଙ୍କ ହତ୍ୟାରେ ସାମିଲ ଥିଲା । ଯାହାକୁ ନେଇ ଘାଟିରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏହା ବ୍ୟତୀତ ସ୍ଥାନୀୟ ପୋଲିସ ୩୦ କିଗ୍ରା ଆଇଇଡି ଜବତ କରିଛି । ଏହା ଦ୍ୱାରା ଆତଙ୍କବାଦୀଙ୍କ ଆଉ ଏକ ଷଡଯନ୍ତ୍ର ପଣ୍ଡ ହୋଇଛି ।
BREAKING NEWS
- ଭାରତ ସରକାରଙ୍କ ପକ୍ଷରୁ କଳିଙ୍ଗନଗର ସ୍ଥିତ ନୀଳାଚଳ ଇସ୍ପାତର ସମ୍ପସ୍ରାରଣକୁ ମିଳିଲା ପରିବେଶ ମଞ୍ଜୁରୀ
- Suicide Attack in Nigeria: ନାଇଜେରିଆର ମୈଦୁଗୁରି ସହରରେ ଆତ୍ମଘାତୀ ଆକ୍ରମଣ; ୨୩ ମୃତ, ୧୦୦ ରୁ ଅଧିକ ଆହତ
- ଆଫଗାନିସ୍ତାନରେ ଅହମଦୀମାନଙ୍କ ଉପରେ ଅତ୍ୟାଚାର ଓ ବିମାନ ଆକ୍ରମଣ ପାଇଁ ପାକିସ୍ତାନକୁ କଡା ନିନ୍ଦା କଲା ଭାରତ
- ଡ୍ରୋନ୍ ସାହାଯ୍ୟରେ ଭାରତରେ ଆତଙ୍କ ସୃଷ୍ଟି କରିବା ଷଡ଼ଯନ୍ତ୍ର ପଣ୍ଡ, ଜଣେ ଆମେରିକୀୟ ସହ ୬ ୟୁକ୍ରେନୀୟ ନାଗରିକ ଗିରଫ
- Bomb Blast: ଭୟଙ୍କର ବୋମା ବିସ୍ଫୋରଣ: ଛିଡିଗଲା ଯୁବକଙ୍କ ହାତ ପାପୁଲି…
- ନିଲମ୍ବିତ ବିଧାୟକଙ୍କୁ ଗୋଟିଏ ପ୍ଲାଟଫର୍ମରେ ସାମିଲ ହେବାକୁ ଆହ୍ୱାନ ଦେଲେ ମୋକିମ୍
- Maternity Leave Adoptive Mothers: ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
- ସମସ୍ୟା ପାଇଁ ଆସିଥିଲେ ଉଠାଇ ନେଲା ପୋଲିସ
- ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣା: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ
- ବିଦେଶିନୀଙ୍କୁ ପାଗଳ କରିଦେଲା ଓଡିଆ ପୁଅର ପ୍ରେମ
Comments are closed.