ଭୁବନେଶ୍ୱର: ମାର୍ଚ୍ଚ ମାସରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି । କଂଗ୍ରେସ କରିବ ବିଶାଳ ସମାବେଶ । ଏଥିରେ ସାମିଲ ହେବେ ରାହୁଲ ଗାନ୍ଧି । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ସମାବେଶ ହେବ । ଏନେଇ ସୂଚନା ଦେଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । କଂଗ୍ରେସର ୨ଟି ସାଙ୍ଗଠନିକ ଜିଲ୍ଲା ବୃଦ୍ଧି ପାଇଛି । ୩୩ ବଦଳରେ ୩୫ ହୋଇଛି ସାଙ୍ଗଠନିକ ଜିଲ୍ଲା ସଂଖ୍ୟା । ମୟୂରଭଞ୍ଜ ଓ ଗଞ୍ଜାମ ହେବ ନୂଆ ସାଙ୍ଗଠନିକ ଜିଲ୍ଲା । ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଥିଲା । ଏହାପରେ ରାଜ୍ୟରେ ତୃଣମୂଳସ୍ତରରେ ସଂଗଠନକୁ ସଜାଡିବା ଆରମ୍ଭ କରିଛି କଂଗ୍ରେସ ।
BREAKING NEWS
- ରାଜ୍ୟରେ ସ୍ଥାପନ ହେବ ୫୧୮୨ ମୋବାଇଲ୍ ଟାୱାର, ଉପକୃତ ହେବ ଏତିକି ଗାଁ..
- କୋହଲି, ରୋହିତଙ୍କ ପାଇଁ ବାୟା ହେଉଛନ୍ତି ବିଦେଶୀ ବୋର୍ଡ
- Is Neena Gupta Pregnant?: ୬୬ ବର୍ଷ ବୟସରେ କ’ଣ ସତରେ ମା’ ହେବାକୁ ଯାଉଛନ୍ତି ନୀନା ଗୁପ୍ତା? ଏମିତି କହିଦେଲେ… ଫ୍ୟାନ୍ସ ବି ଆଚମ୍ବିତ!
- Loot: ବନ୍ଧୁକ ଦେଖାଇ ମାରପିଟ୍ କରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ଠାରୁ ଲୁଟ୍
- ଶୁବଶୀଘ୍ର ଅଗ୍ନିଶମ ସେବା କ୍ଷେତ୍ରରେ ନିଯୁକ୍ତି ପାଇବେ ମହିଳା…
- ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ASI
- LPG cylinder shortage: ଏଲପିଜି ନିଅଣ୍ଟ ନେଇ କଂଗ୍ରେସର ପ୍ରତିବାଦ, ବିଜେପି ମୁଖ୍ୟାଳୟକୁ ନେଇଗଲା ମାଟି ଚୁଲି
- ବେଆଇନ ବାଲି ଚୋରାଚାଲାଣ ଉପରେ ଲାଗିବ ଅଙ୍କୁଶ, ବାଲିଘାଟ ଜଗିବେ ଓଡ଼ିଶା ଶିଳ୍ପ ସୁରକ୍ଷା ବଳ
- ଭାରତୀୟ ବ୍ୟବସାୟୀଙ୍କ ବଢିବ ଚିନ୍ତା: ପାଣି ବୋତଲ ଉପରେ ପ୍ରଭାବ ପକାଇପାରେ ଇରାନ ଯୁଦ୍ଧ
- ସାବଧାନ ! ଘରୁ ବାହାରିଲେ ଆପଣଙ୍କୁ ଦେବାକୁ ପଡିପାରେ ଟ୍ୟାକ୍ସ
Comments are closed.