Latest Odisha News

ବିଜେଡି ନେତାଙ୍କ ନାଁରେ ଥାନାରେ ମାମଲା

ମୟୂରଭଞ୍ଜ: ବିଜେଡି ନେତାଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି  । ରାଇରଙ୍ଗପୁର ଟାଉନ ଥାନାରେ ମାମଲା ରୁଜୁ କରିଛି ପୋଲିସ ।  ଜଣେ ଡାକ୍ତରଙ୍କ ଏତଲା ଆଧାରରେ ୫ ଦଫାରେ ମାମଲା ରୁଜୁ କଲା ପୋଲିସ ।

ଖବର ମୁତାବକ, ପ୍ରମୋସନ ପାଇଁ ଉକ୍ତ ନେତା ଜଣଙ୍କ ୧୭ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ଅଭିଯୋଗ ହୋଇଥିବା ବିଜେଡି ନେତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

Comments are closed.