ନୂଆଦିଲ୍ଲୀ: ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ରଣବୀର କପୁର ଏବଂ ପରିନୀତି ଚୋପ୍ରାଙ୍କ ଅଭିନୀତ ‘ଆନିମଲ’ ୨୦୨୨ ଦଶହରା ଅବସରରେ ମୁକ୍ତିଲାଭ କରିବ। ଚଳଚ୍ଚିତ୍ର ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ନିଜେ ଏହି ଖବର ସୋସିଆଲ ମିଡିଆରେ ଘୋଷଣା କରିଥିଲେ। ନିର୍ମାତାମାନେ ନୂଆ ବର୍ଷରେ ଏକ ସ୍ୱତନ୍ତ୍ର ଭିଡିଓ ସହିତ ଫିଲ୍ମ ଘୋଷଣା କରିଥିଲେ। ଏଥିରେ ଅଭିନେତା ଅନିଲ କପୁର, ବବି ଦେଓଲ ଏବଂ ତ୍ରିପ୍ତି ଡିମ୍ରି ମଧ୍ୟ ଅଭିନୟ କରିବେ।
ସନ୍ଦୀପ ରେଡ୍ଡୀ ଭଙ୍ଗା ଏବଂ ପରିନୀତି ଚୋପ୍ରା ସୋସିଆଲ ମିଡିଆରେ ଆନିମଲ୍ର ରିଲିଜ୍ ତାରିଖ ଘୋଷଣା କରିଛନ୍ତି।
Comments are closed.