ଭୁବନେଶ୍ୱର: ଶିମିଳିପାଳ ଜାତୀୟ ଅଭୟାରଣ୍ୟରେ ଏକ ବିରଳ କଲା ବାଘ ଦେଖିବାକୁ ମିଳିଛି । ଅର୍ନ୍ତଜାତୀୟ ବାଘ ଦିବସରେ ଆଇଏଫଏସ ସୁଶାନ୍ତ ନନ୍ଦ ଏହି ବାଘର ଏକ ଭିଡିଓ ସେୟାର କରିଛନ୍ତି । ବାଘର ପିଠି ପଟ କଳା ହୋଇଥିବା ବେଳେ ସୁନେଲୀ ରଙ୍ଗର ଷ୍ଟ୍ରାପ୍ ଥିବା ଦେଖାଯାଉଛି ।
Tigers are symbol of sustainability of India’s forests…
Sharing an interesting clip of a rare melanistic tiger marking its territory on international Tigers day.
From a Tiger Reserve poised for recovery of an isolated source population with a very unique gene pool. Kudos🙏🙏 pic.twitter.com/FiCIuO8Qj4— Susanta Nanda IFS (@susantananda3) July 29, 2022
ଶୁକ୍ରବାର ଆଇଏଫଏସ ସୁଶାନ୍ତ ନନ୍ଦ ବାଘଟିର ଭିଡିଓ ସେୟାର କରି ବାଘ ଦିବସର ଶୁଭେଚ୍ଛା ଜଣାଇଛନ୍ତି ।
ଏଭଳି ବାଘ ପ୍ରଥମେ ୨୦୦୭ରେ ଶିମିଳିପାଳରେ ହିଁ ଦେଖିବାକୁ ମିଳିଥିଲା ବୋଲି ଅନ୍ୟ ଜଣେ ଆଇଏଫଏସ ଅଫିସର ପରବୀନ କସଓ୍ୱାନ ଟ୍ୱିଟ୍ କରିଛନ୍ତି । ବିରଳ ଆନୁବଂଶିକ ଉତପରିବର୍ତ୍ତନ ପାଇଁ ଏଭଳି ବାଘ ଖୁବ୍ କମ ଦେଖାଯାଆନ୍ତି ବୋଲି ପରବୀନ ଟ୍ୱିଟରରେ ଲେଖିଛନ୍ତି ।
The black tigers of #India. Do you know there are pseudo- melanistic tigers found in Simlipal. They are due to genetic mutation & highly rare. @susantananda3 pic.twitter.com/oEMCqRYKiF
— Parveen Kaswan, IFS (@ParveenKaswan) July 30, 2022
Comments are closed.