Latest Odisha News

BREAKING NEWS

ଆଇଆଇଏମ ନାମଲେଖା ପାଇଁ କ୍ୟାଟ୍ ପରୀକ୍ଷା ତାରିଖ ପ୍ରକାଶିତ; ୩ ଅଗଷ୍ଟରୁ ରେଜିଷ୍ଟ୍ରେସନ

ଭୁବନେଶ୍ୱର: ପ୍ରକାଶ ପାଇଲା ଆଇଆଇଏମ(ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଣ୍ଟ) ପ୍ରବେଶିକା ପରୀକ୍ଷା ତାରିଖ । ବିଧିବଦ୍ଧ ଭାବେ ଆଇଆଇଏମ ବିଜ୍ଞପ୍ତି ଜାରି କରାଯାଇଛି । ୧ ଅଗଷ୍ଟ ରୁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

ଗୁରୁତ୍ୱପୂର୍ଣ୍ଣ ତାରିଖ-

ରେଜିଷ୍ଟ୍ରେସନ ଆରମ୍ଭ: ୩ ଅଗଷ୍ଟ, ସକାଳ ୧୦ଟା

ରେଜିଷ୍ଟ୍ରେସନ ଶେଷ: ୧୪ ସେପ୍ଟେମ୍ବର, ସଂଧ୍ୟା ୫ଟା

ଆଡମିଟ କାର୍ଡ ଡାଉନଲୋଡ: ୨୭ ଅକ୍ଟୋବର- ୨୭ ନଭେମ୍ବର

ପରୀକ୍ଷା ତାରିଖ: ନଭେମ୍ବର ୨୭

ପରୀକ୍ଷା ଫଳ ପ୍ରକାଶ: ୨୦୨୩ ଜାନୁଆରୀ ଦ୍ୱିତୀୟ ସପ୍ତାହ

Leave A Reply

Your email address will not be published.