Latest Odisha News

BREAKING NEWS

କୁସ୍ତିରେ ଭାରତକୁ ସ୍ବର୍ଣ୍ଣ: ରବି ଡାହିଆଙ୍କୁ ସ୍ବର୍ଣ୍ଣ

କୁସ୍ତିରେ ଭାରତକୁ ସ୍ବର୍ଣ୍ଣ ପଦକ ମିଳିଛି । ରବି କୁମାର ଡାହିଆ ଏହି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ରେସଲର ରବି ଡାହିଆ ନାଇଜେରିଆର ଏବିକେଓ୍ବେନିମୋ ଓ୍ବେଲସନଙ୍କୁ ହରାଇ ବିଜୟୀ ହୋଇଛନ୍ତି । ଭାରତ 10ଟି ସ୍ବର୍ଣ୍ଣ ପଦକ ଜିତିବା ସହ ମୋଟ 32 ପଦକ ପାଇ 5ମ ସ୍ଥାନରେ ରହିଛି ।

 

Leave A Reply

Your email address will not be published.