Latest Odisha News

BREAKING NEWS

ଭିନେଶ ଫୋଗଟ ଜିତିଲେ ସ୍ବର୍ଣ୍ଣ

ଭାରତ ରାଜ୍ୟଗୋଷ୍ଠୀ କ୍ରୀଡାରେ  ପୁଣି କୁସ୍ତିରେ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛି । ରେସଲର ଭିନେସ ଫୋଗାଟ୍ ଏହି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଏହା ସହ ଭାରତକୁ 11ତମ ସ୍ବର୍ଣ୍ଣ ମିିଳିଛି । 53 କେଜି ବର୍ଗରେ ସେ ଏହି ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି । ପୂର୍ବରୁ ଏସିଆନ ଗେମରେ ମଧ୍ୟ ସେ ସ୍ବର୍ଣ୍ଣ ପଦକ ଜିତିଥିଲେ ।

Leave A Reply

Your email address will not be published.