Latest Odisha News

BREAKING NEWS

ଜେଲ୍ ବିଭାଗରେ ଅଦଳବଦଳ

ଭୁବନେଶ୍ବର : ଜେଲ୍ ବିଭାଗରେ ଅଦଳବଦଳ । ଆଜି ୫ ଜଣଙ୍କୁ ସବ୍ ଆସିଷ୍ଟାଣ୍ଟ ଜେଲର ଭାବେ ନିଯୁକ୍ତ କରାଯାଇଛି । ସୁଦାମ ଚରଣ ନନ୍ଦ ହୋଇଛନ୍ତି ଭୁବନେଶ୍ବର ସ୍ବତନ୍ତ୍ର କାରାଗାରର ସବ ଆସିଷ୍ଟାଣ୍ଟ ଜେଲର । ପୁରୀ କାରାଗାରର ସବ୍ ଆସିଷ୍ଟାଣ୍ଟ ଜେଲର ଭାବେ ନିଯୁକ୍ତ ହୋଇଛନ୍ତି ହୀନା ଗୌଡ଼ । ସେହିପରି ବଳଦେବ ମହାନ୍ତିଙ୍କୁ ସାଲେପୁର ଉପକାରାଗାରର ସବ୍ ଆସିଷ୍ଟାଣ୍ଟ ଜେଲର ଭାବେ ନିଯୁକ୍ତ କରାଯାଇଛି । ବଲାଙ୍ଗିର କାରାଗାରର ସବ୍ ଆସିଷ୍ଟାଣ୍ଟ ଜେଲର ହୋଇଛନ୍ତି ମୌଜିରାମ ମୋହାନ୍ତ । ବାଣପୁର ଉପକାରାଗାରର ସବ୍ ଜେଲର ଭାବେ ରମେଶ କୁମାର ସେଠୀଙ୍କ ନିଯୁକ୍ତ କରାଯାଇଛି ।

Leave A Reply

Your email address will not be published.