Latest Odisha News

BREAKING NEWS

ଲାଞ୍ଚ ମାଗି ଥାନା ବାବୁ ନିଲମ୍ବିତ

ଅନୁଗୋଳ: ଘରୋଇ କଳିର ସମାଧାନ କରି ଦେବାକୁ କହି ଲାଞ୍ଚ ମାଗିବା ଥାନା ବାବୁଙ୍କୁ ମହଙ୍ଗା ପଡ଼ିଛି । ଚାକିରିରୁ ନିଲମ୍ବିତ ହୋଇଛନ୍ତି ଅନୁଗୋଳ ଜିଲ୍ଲା ରେଙ୍ଗାଲି ଥାନା ଏଏସଆଇ । ତାଙ୍କ ନାଁ କାର୍ତ୍ତିକ ବେହେରା । ତାଙ୍କୁ ସସପେଣ୍ଡ କରିଛନ୍ତି ଅନୁଗୋଳ ଏସପି ଜଗମୋହନ ମୀନା ।

ଅଭିଯୋଗ ହୋଇଥିଲା ଏଏସଆଇ କାର୍ତ୍ତିକ ବେହେରା ଘରୋଇ କଳିର ସମାଧାନ କରିବାକୁ କହି ଲାଞ୍ଚ ମାଗୁଥିଲେ । ଅଭିଯୋଗ ପରେ ଏସପି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

Leave A Reply

Your email address will not be published.