Latest Odisha News

BREAKING NEWS

ରେଙ୍ଗାଲି ଡ୍ୟାମରୁ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ରେଙ୍ଗାଲି ଜଳଭଣ୍ଡାରରୁ ପ୍ରଥମ ଥର ପାଇଁ ବନ୍ୟାଜଳ ନିସ୍କାଷିତ ହୋଇଛି ।

ଏହି ଜଳଭଣ୍ଡାରରରେ ୧୨୧.୫୩ ଜଳ ଘନମିଟର ଗଛିତ ଥିବା ବେଳେ ଜଳଭଣ୍ଡାରରେ ୨୫ ଶହ ଘନମିଟର ଜଳ ପ୍ରବେଶ କରୁଛି ।

ଯାହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାର ପକ୍ଷରୁ ପାୱାର ହାଉସ ଓ ୭ନଂମ୍ବର ଗେଟରେ ଆଶିଂକ ଭାବେ ୧୨ ଶହ ଘନମିଟର ଜଳ ନିଷ୍କାସନ କରାଯାଇଛି ।

ଅନ୍ୟ ପକ୍ଷରେ ତଳ ମୁଣ୍ଡରେ ଥିବା ଗ୍ରାମର ଲୋକମାନଙ୍କୁ ନଦୀକୁ ଯିବା ପାଇଁ ବାରଣ କରାଯାଇଥିବା ନେଇ ଜଳଭଣ୍ଡାରର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ କୁମାର ଜେନା ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.