Latest Odisha News

BREAKING NEWS

ପୌର ସଂସ୍ଥା ଅଧ୍ୟକ୍ଷ ପଦ ସଂରକ୍ଷଣ ତାଲିକା ପ୍ରକାଶ

ଭୁବନେଶ୍ୱର: ପ୍ରକାଶ ପାଇଲା ପୌରାଧ୍ୟକ୍ଷ ଚୂଡ଼ାନ୍ତ ତାଲିକା । ୧୦୭ଟି ପୌରସଂସ୍ଥାର ଅଧ୍ୟକ୍ଷ ପଦ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ସେଥିମଧ୍ୟରୁ ଏସି ମହିଳାଙ୍କ ପାଇଁ ୯ଟି ଅଧ୍ୟକ୍ଷ ପଦ ଥିବା ବେଳେ ଏସଟି ପାଇଁ ୮ଟି ଅଧ୍ୟକ୍ଷ ପଦ ସଂରକ୍ଷିତ ରହିଛି ।

ସେହିପରି ସେହିପରି ଜନଜାତିଙ୍କ ପାଇଁ ୩ଟି ଅଧ୍ୟକ୍ଷ ପଦ, ଜନଜାତି ମହିଳାଙ୍କ ପାଇଁ ୫ଟି ଅଧ୍ୟକ୍ଷ ପଦ ସଂରକ୍ଷିତ ଥିବାବେଳେ ୪୨ଟି ଅଧ୍ୟକ୍ଷ ପଦ ଅସଂରକ୍ଷିତ ରହିଛି।

Comments are closed, but trackbacks and pingbacks are open.