Latest Odisha News

BREAKING NEWS

ଟ୍ୱିଟର୍‌ରେ ଟ୍ରେଣ୍ଡ କରୁଛି #ResignPMModi

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ କାୟା ବିସ୍ତାର କରିଥିବା କରୋନା ମହାମାରୀର ଦ୍ୱିତୀୟ ତରଙ୍ଗ ପରେ ଟ୍ବିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇସ୍ତଫା ଦାବିକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ମଙ୍ଗଳବାର ସକାଳଠାରୁ ଟ୍ୱିଟରରେ #Resign_PM_Modi ଟ୍ରେଣ୍ଡ କରୁଛି। ଦେଶରେ କରୋନା ମହାମାରୀର ଦ୍ୱିତୀୟ ତରଙ୍ଗ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦାୟୀ କରାଯାଇଥିବା ଦେଖିବାକୁ ମିଳିଛି।

ଅନେକ ୟୁଜର୍ସ କହିଛନ୍ତି ଯେ କରୋନାର ଦ୍ୱିତୀୟ ତରଙ୍ଗ ଚାଲିଥିବା ସମୟରେ କୁମ୍ଭ ମେଳା ଏବଂ ନିର୍ବାଚନ ରାଲି ପରି ଜନ ସମାବେଶକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁମତି ଦେବା ଉଚିତ୍ ନୁହେଁ।

Comments are closed.