ବୌଦ୍ଧ: କୁମ୍ଭମେଳା ଫେରନ୍ତା ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ । କରୋନା ଭୟରେ ମୃତଦେହ ପାଖରୁ ପରିବାରବର୍ଗ ଓ ସମ୍ପର୍କୀୟ କେହି ଆସୁନାହାନ୍ତି । ୯ ଘଣ୍ଟା ହେବ ଘର ଆଗରେ ମୃତଦେହ ପଡ଼ି ରହିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଧଳପୁର ଗାଁରେ । କୁମ୍ଭମେଳାରୁ ଫେରିବା ପରେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ଗତ ୨୨ ତାରିଖରେ ସେ ନମୁନା ପରୀକ୍ଷା ପାଇଁ ଦେଇଥିଲେ । ଏଯାଏ ରିପୋର୍ଟ ଆସିନାହିଁ । କରୋନାରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରି ମୃତଦେହ ପାଖକୁ କେହି ଆସୁ ନାହାନ୍ତି ।
BREAKING NEWS
- BJP-Congress Alliance: ବିଜେପି-କଂଗ୍ରେସ ମିଳାଇଲେ ହାତ!
- ଜିଦରେ ଅଟଳ ଡାକ୍ତର ସଂଘ; ଏସମା ଲାଗୁ ପରେ ବି ଆନ୍ଦୋଳନ ଜାରି…
- ଟି୨୦ ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷିତ
- communal violence in nepal: ନେପାଳରେ ଭାରତୀୟ ସୀମା ନିକଟରେ ପୁଣି ହିଂସାକାଣ୍ଡ, ହାଇ ଆଲର୍ଟ ପରେ ସୀମା ସିଲ୍
- ସ୍ପଷ୍ଟ କଲେ କରୀନା, ମୁଁ କାର୍ତିକଙ୍କୁ…….
- Bhitarkanika Closed: ପର୍ଯ୍ୟଟକଙ୍କ ପାଇଁ ୩ ଦିନ ଭିତରକନିକା ମନା
- ICC World Cup T20 ପୂର୍ବରୁ ବାଂଲାଦେଶକୁ ଝଟକା: ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲା ଆଇସିସି
- Trump “Absolutely” Wants Greenland: ଭେନେଜୁଏଲା ପରେ, ଏହି ଦେଶ ଉପରେ ଟ୍ରମ୍ପଙ୍କ ଆଖି…
- Fastag activated: ଘରୁ ଗାଡ଼ି ବାହାର କରିବା ଆଗରୁ ଏସବୁ ନିୟମ ଜାଣିରଖନ୍ତୁ, ନଚେତ୍ ଖାଲି ହୋଇପାରେ ଆପଣଙ୍କ ପକେଟ୍
- Kavitha Resignation: ବିଧାନ ପରିଷଦରୁ କେ କବିତାଙ୍କ ଇସ୍ତଫା ଗ୍ରହଣ, ବିଦାୟ ବେଳେ ହେଲେ ଭାବୁକ
Comments are closed.