Latest Odisha News

BREAKING NEWS

‘ଟାଇମ୍ସ ମୋଷ୍ଟ ଡିଜାୟାର୍‌ଏବଲ୍‌ ଓମେନ୍‌’ ତାଲିକାରେ ଶୀର୍ଷରେ ରହିଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ: ଟାଇମ୍ସ ପତ୍ରିକାର ମୋଷ୍ଟ ଡିଜାୟାର୍‌ଏବଲ୍‌ ଓମେନ୍‌ ୨୦୨୦ ତାଲିକାରେ ଶୀର୍ଷରେ ରହିଛନ୍ତି ବଲିଉଡ୍‌ର ୨୮ ବର୍ଷିୟା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ।

ମିସ୍ ୟୁନିଭର୍ସ ୨୦୨୦ର, ତୃତୀୟ ରନର୍ ଅପ୍ ଆଡଲାଇନ୍ କାଷ୍ଟେଲିନୋ ଏହି ତାଲିକାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଅଭିନେତ୍ରୀ ଦିଶା ପଟାନି, କିଆରା ଆଡଭାନୀ ଏବଂ ଦୀପିକା ପାଦୁକୋନ ଯଥାକ୍ରମେ ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି।

Comments are closed.