Latest Odisha News

ଜେରା ବେଳେ ରିୟା ବଲିଉଡରେ ନିଶା କାରବାର ନେଇ ଦେଲେ ସୂଚନା: ୨୫ ଟପ୍ ସେଲିବ୍ରିଟିଙ୍କୁ ହେବ ସମନ

ମୁମ୍ବାଇ: ରିୟା ଚକ୍ରବର୍ତ୍ତୀଙ୍କ ଗିରଫଦାରୀ ପୂର୍ବରୁ ଏନସିବିର ଜେରା ବେଳେ ରିୟା ଡଗ୍ସ ନେଉଥିବା ସ୍ୱୀକାର କରିଛନ୍ତି । ଏଥି ସହ ବଲିଉଡରେ ଚାଲିଥିବା ନିଶା କାରବାର ନେଇ ମଧ୍ୟ ସୂଚନା ଦେଇଛନ୍ତି । ସୁଶାନ୍ତ ସିଂ ରାଜପୁତ ମାମଲାରେ ଏନସିବିର ତୃତୀୟ ଦିନର ପଚରାଉଚରା ବେଳେ ସେ ଏହା କହିଛନ୍ତି ।

ମିଳିଥିବା ସୂଚନା ଆଧାରରେ ରିୟା ଓ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଟପ୍ ବଲିଉଡ ସେଲିବ୍ରିଟିଙ୍କର ଏଥିରେ ଲିଙ୍କ ଥିବା ସୂଚନା ଦେଇଛନ୍ତି । ଏହା ଆଧାରରେ ଏନସିବି ଏକ ୨୫ ଜଣିଆ ତାଲିିକା ପ୍ରସ୍ତୁତ କରିଛି । ଏମାନଙ୍କୁ ତିନିଟି ବର୍ଗ ଏ, ବି ଓ ସିରେ ଭାଗ କରାଯାଇଛି ।

Leave A Reply

Your email address will not be published.