Latest Odisha News

BREAKING NEWS

Browsing Tag

Rhea Chakraborty

ବିଗ୍‌ ବସ୍‌ ୧୫; ସପ୍ତାହକୁ ୩୫ ଲକ୍ଷ ନେବେ ରିୟା!

ମୁମ୍ବାଇ: ଗତ ବର୍ଷ ବହୁଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ରିୟା ଚକ୍ରବର୍ତ୍ତୀଙ୍କୁ ଚର୍ଚ୍ଚା ଲାଗିରହିଛି। ରିୟାଙ୍କୁ ନେଇ ଆଉ ଏକ ଗୁଜବ ମଧ୍ୟ ଶୁଣିବାକୁ ମିଳୁଛି। ରିୟା ସଲ୍‌ମାନଙ୍କ ଶୋ ବିଗ୍ ବସ୍ ୧୫ ରେ ଏଣ୍ଟ୍ରି କରିପାରନ୍ତି। ରିପୋର୍ଟ ଅନୁଯାୟୀ ବିଗ୍‌ ବସ୍‌…

ଆଫଗାନିସ୍ତାନ ମହିଳାଙ୍କୁ ନେଇ ଚିନ୍ତାରେ ରିୟା

ମୁମ୍ବାଇ: ଏବେ ତାଲିବାନ କବ୍‌ଜାରେ ଆଫଗାନିସ୍ତାନ। ଆଫଗାନିସ୍ତାନରେ ବିନାଶର ଦୃଶ୍ୟ ଦେଖିବାକୁ ମିଳୁଛି। ଆଫ୍‌ଗାନିସ୍ତାନର ଯେଉଁ ବିକଳ ଚିତ୍ର ଏବଂ ଭିଡିଓଗୁଡ଼ିକ ସାମ୍ନାକୁ ଆସିୁଛି ତାହା ପ୍ରକୃତରେ ଭୟଙ୍କର। ଯାହା ଏବେ ସମଗ୍ର ବିଶ୍ବ ପାଇଁ ଚିନ୍ତାର ବିଷୟ ପାଲଟିଛି। ଆଫଗାନିସ୍ତାନର…

ସାତ ମାସ ପରେ ସୋସିଆଲ ମିଡିଆକୁ ପୁଣି ଫେରିଲେ ଅଭିନେତ୍ରୀ ରିୟା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି। ବଲିଉଡ ତାରକାମାନେ ମଧ୍ୟ ସେମାନଙ୍କର ପ୍ରଶଂସକ ଏବଂ ଘନିଷ୍ଠ ବ୍ୟକ୍ତିଙ୍କ ପାଇଁ ପୋଷ୍ଟ ସେୟାର କରି ଏହି ବିଶେଷ ଦିନରେ ସେମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଏହି ସମୟରେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ରିୟା…

ରିୟାଙ୍କୁ ମିଳିଲା ଜାମିନ, ଜେଲ୍‌ରେ ରହିବେ ସୌଭିକ

ମୁମ୍ବାଇ: ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମିଳିଲା ବେଲ୍ । ବମ୍ବେ ହାଇକୋର୍ଟରୁ ରିୟାଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିଛି । ୧ ଲକ୍ଷ ଟଙ୍କା ମୁଚାଲିକା ଏବଂ ପାସପୋର୍ଟ ଜବତ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ସେ ବିନା ଅନୁମତିରେ ମୁମ୍ବାଇରୁ ବାହାରକୁ ଯାଇପାରିବେ ନାହିଁ ବୋଲି…

ରିୟାଙ୍କୁ ବେଲ୍ ହେବ ନା’ ଜେଲ୍‌, ବମ୍ବେ ହାଇକୋର୍ଟରେ ଫଇସଲା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀଙ୍କୁ ଜେଲ୍ ହେବ ନା ଜାମିନ ମିଳିବ । ତା’ଉପରେ ଆଜି ଫଇସଲା ଶୁଣାଇବେ ବମ୍ବେ ହାଇକୋର୍ଟ । ରିୟାଙ୍କ ସମେତ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ମଧ୍ୟ ଜାମିନ ଆବେଦନର ଆଜି…

ମିଳିଲାନି ବେଲ୍, ଜେଲରେ ରହିବେ ରିୟା ଚକ୍ରବର୍ତ୍ତୀ

ମୁମ୍ୱାଇ: ରିୟା ଚକ୍ରବର୍ତ୍ତୀଙ୍କ ଝଟକା । ବେଲ୍ ଆବେଦନକୁ ଖାରଜ କଲେ ମୁମ୍ୱାଇ ସେସନ୍ସ କୋର୍ଟ । ରିୟାଙ୍କ ସମେତ ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀଙ୍କ ସମେତ ୬ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଛି । ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଛନ୍ତି ରିୟା…

ରିିୟାଙ୍କ ବିସ୍ଫୋରକ ବୟାନ, ଦୋଷ ସ୍ୱୀକାର ପାଇଁ ମୋତେ ବାଧ୍ୟ କରାଯାଉଛି

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ସହ ଜଡିତ ଅଭିଯୋଗରେ ରିୟା ଚକ୍ରବର୍ତ୍ତୀ ଗିରଫ ହୋଇଛନ୍ତି । ସେ ବାଇକୁଲା ଜେଲ୍‌ରେ ଅଛନ୍ତି । ଜାମିନ ପାଇଁ ସେସନ କୋର୍ଟରେ ଆବେଦନ କରିଥିଲେ । ଆସନ୍ତାକାଲି ଏହାର ଶୁଣାଣି ହେବ । ତେବେ ସେ ଜାମିନ ଆବେଦନରେ ବିସ୍ଫୋରକ…

ରିୟା ଚକ୍ରବର୍ତ୍ତୀ ଜଣେ “ବେଙ୍ଗଲୀ ବ୍ରାହ୍ମଣ “: ବରିଷ୍ଠ କଂଗ୍ରେସ ନେତା

ନୂଆଦିଲ୍ଲୀ: ଡ୍ରଗ୍ ଅଭିଯୋଗରେ ଅଭିନେତା ରିୟା ଚକ୍ରବର୍ତ୍ତୀଙ୍କ ଗିରଫଦାରୀକୁ "ହାସ୍ୟାସ୍ପଦ" ବୋଲି ବର୍ଣ୍ଣନା କରିଛନ୍ତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ।ରିୟା ଜଣେ 'ବେଙ୍ଗଲୀ ବ୍ରାହ୍ମଣ ମହିଳା' ଯାହାଙ୍କ ପିତା ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ, ଯିଏ ପିଲାମାନଙ୍କ ପାଇଁ ନ୍ୟାୟ …

ଜେରା ବେଳେ ରିୟା ବଲିଉଡରେ ନିଶା କାରବାର ନେଇ ଦେଲେ ସୂଚନା: ୨୫ ଟପ୍ ସେଲିବ୍ରିଟିଙ୍କୁ ହେବ ସମନ

ମୁମ୍ବାଇ: ରିୟା ଚକ୍ରବର୍ତ୍ତୀଙ୍କ ଗିରଫଦାରୀ ପୂର୍ବରୁ ଏନସିବିର ଜେରା ବେଳେ ରିୟା ଡଗ୍ସ ନେଉଥିବା ସ୍ୱୀକାର କରିଛନ୍ତି । ଏଥି ସହ ବଲିଉଡରେ ଚାଲିଥିବା ନିଶା କାରବାର ନେଇ ମଧ୍ୟ ସୂଚନା ଦେଇଛନ୍ତି । ସୁଶାନ୍ତ ସିଂ ରାଜପୁତ ମାମଲାରେ ଏନସିବିର ତୃତୀୟ ଦିନର ପଚରାଉଚରା ବେଳେ ସେ ଏହା କହିଛନ୍ତି ।…

ନିଜ ଜାଲରେ ନିଜେ ଫଶିଲେ ରିୟା, ଯେକୌଣସି ସମୟରେ ବନ୍ଧା ହେବେ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଅଡୁଆ ବଢ଼ିବାରେ ଲାଗିଛି । ସିବିଆଇ ତଦନ୍ତ ଜାରି ରଖିଥିବା ବେଳେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଡ୍ରଗ୍ସ ଲିଙ୍କ ଖିଅ ଖୋଜୁଛି । ଆଜି ଦ୍ୱିତୀୟ ଦିନ ପାଇଁ ରିୟାଙ୍କୁ ଜେରା କରୁଛି ଏନସିବି ଟିମ୍ ।…