Latest Odisha News

BREAKING NEWS

ରେକର୍ଡ଼ କଲେ ରୋହିତ ଶର୍ମା, ବିଶ୍ୱକପରେ ବିରଳ ୫ଟି ଶତକୀୟ ଇନିଂସ !

ଲଣ୍ଡନ: ଟିମ୍ ଇଣ୍ଡିଆର ଦୁର୍ଦ୍ଦଶ ଓପନର୍ ରୋହିତ ଶର୍ମା ଏକ ପୁଣି ଏକ ଶତକ ଅର୍ଜନ କରି ବିଶ୍ୱକପରେ ଇତିହାସ ରଚିଛନ୍ତି । ରୋହିତ ଶନିବାର ଖେଳାଯାଉଥିବା ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ତାଙ୍କର ୫ମ ଶତକ ହାସଲ କରିଛନ୍ତି ।

ରୋହିତ ମାତ୍ର ୯୨ଟି ବଲ୍ ଖେଳି ୧୦୨ ରନ ଅର୍ଜନ କରିଛନ୍ତି । ଭାରତ ୩୧ ଓଭର୍ ଖେଳି ଗୋଟିଏ ୱିକେଟ ହରାଇ କରିଛି ୧୯୫ ରନ । ରୋହିତ ୯୪ ବଲରେ ୧୦୩ ରନ କରି ଆଉଟ ହୋଇଛନ୍ତି । ସେ ୨ଟି ବିଶାଳ ଛକା ସହିତ ୧୪ଟି ଚୌକା ମାରିଥିଲେ ।

Leave A Reply

Your email address will not be published.