ରିୟାଦ: ପର୍ତୁଗାଲର ଅଧିନାୟକ ତଥା ଷ୍ଟାର ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ ଫୁଟବଲ ଇତିହାସର ସବୁଠାରୁ ଧନୀ ଖେଳାଳି ହେବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ସାଉଦି ଆରବର ଏକ କ୍ଳବ ରୋନାଲ୍ଡୋଙ୍କୁ ଚୁକ୍ତି କରିବା ପାଇଁ ୩୦୦ ମିଲିୟନ ୟୁରୋ(୨୪୦୦ କୋଟି ଟଙ୍କା)ର ଅଫର ଦେଇଛି । ତେବେ କେଉଁ କ୍ଲବ ଏହି ଅଫର ଦେଇଛି ତାହା ସ୍ପଷ୍ଟ ହୋଇନି । କିଛି ଦିନ ତଳେ ସେ ମାଂଚେଷ୍ଟର ୟୁନାଇଟେଡ ଛାଡିବା ପାଇଁ ଚାହୁଁଛନ୍ତି । ଆସନ୍ତା ବର୍ଷ ଜୁନରେ ତାଙ୍କ ଚୁକ୍ତି ମିଆଦ ସମ୍ପୂର୍ଣ୍ଣ ହେବ । କ୍ଲବ ରୋନାଲ୍ଡୋଙ୍କୁ କୌଣସି ମତେ ଛାଡିବାକୁ ଚାହୁଁ ନାହିଁ । ୩୭ ବର୍ଷୀୟ ଏହି ଷ୍ଟାର ଖେଳାଳି ଟ୍ରାନ୍ସଫର ୱିଣ୍ଡୋ ମାଧ୍ୟମରେ କ୍ଲବ ଛାଡିବା ପାଇଁ ଅନୁରୋଧ କରିଛନ୍ତି । ଗତ ସିଜନରେ ସେ ତାଙ୍କ ଇଂଲିଶ କ୍ଲବ ପକ୍ଷରୁ ୧୮ ଗୋଲ ସ୍କୋର କରିଥିଲେ । କ୍ଲବ ପ୍ରିମିୟର ଲିଗରେ ୬ଷ୍ଠ ସ୍ଥାନରେ ରହିବା ଯୋଗୁ ଚାମ୍ପିୟନ୍ସ ଲିଗ ପାଇଁ କ୍ୱାଲିଫାଇ କରିପାରି ନ ଥିଲା ।
BREAKING NEWS
- Explosives dump in Dantewada:ଜଙ୍ଗଲରୁ ମାଓଡମ୍ପ୍ ଠାବ; AK-47, ବିଜିଏଲ୍ ଲଞ୍ଚର୍ ସହ ବିପୁଳ ଗୁଳିଗୋଳା ଜବତ
- ୨୦୨୭ ବିଶ୍ୱକପ୍ରେ ବୁମରା-ଭୁବନେଶ୍ୱର ଯୋଡ଼ି ?
- ଦିଲ୍ଲୀ ସୀମାପୁରୀ ଅଞ୍ଚଳରେ ଭୁଶୁଡିଲା ଆଉ ଏକ କୋଠା: ଏକାଧିକ ତଳେ ମାଟି ତଳେ ଫସି ରହିଥିବା ସନ୍ଦେହ
- ୫ କୋଟି ଟଙ୍କାର ଖବରକୁ ନେଇ ନୀରବତା ଭାଙ୍ଗିଲେ ବିରାଟ, ପ୍ରେମାନନ୍ଦ ମହାରାଜଙ୍କୁ ନେଇ କହିଦେଲେ ଏପରି କଥା
- ଚୋରା ବାଲି କାରବାର ଉପରେ ପୋଲିସର ବଡ଼ ଆକ୍ସନ;୫ ଟ୍ରାକ୍ଟର ସହ ୫ ଡ୍ରାଇଭର ଅଟକ
- ଗୁପଚୁପ୍ ଖାଉଥିଲେ ସାବଧାନ! ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଛି…
- UP woman English: ସାଧାରଣ ଗୃହିଣୀଙ୍କ ମୁହଁରେ ଅନର୍ଗଳ ଇଂରାଜୀ! ପ୍ରିୟଙ୍କା ଚୋପ୍ରା କଲେ ବାଃ ବାଃ…ହେଲେ ଭିଡିଓ ପାଇଁ ସ୍ୱାମୀ ଦେଲେ ଗାଳି
- ପୁଣି ଚର୍ଚ୍ଚାରେ ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶର ଗୋଟିଏ ସର୍ତ୍ତକୁ ବିରୋଧ କଲେ ବାପା
- Congress over Repo Rate: ‘ଭଲ ନୁହେଁ, ଆସିଗଲା ଶୋଷଣର ଦିନ’! ରେପୋ ରେଟ୍ ବଢ଼ିବା ପରେ ମୋଦି ସରକାରକୁ କଂଗ୍ରେସର ଟାର୍ଗେଟ୍
- BrahMos Contract For Navy:ନୌସେନାର ଶକ୍ତି ବୃଦ୍ଧି କରିବ ବ୍ରହ୍ମୋସ୍; ୬୬୧ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷରିତ

Comments are closed.