ଲକ୍ଷ୍ନୌ:ଦିଲ୍ଲୀରେ ଆୟୋଜିତ ଆରଏସଏସ ମାନସ ମନ୍ଥନରେ କେତେଗୁଡିଏ ଦିଗ ପ୍ରତି ଆଲୋକପାତ କରାଯାଇଛି । ସଂଘଚାଳକ ମୋହନ ଭାଗବତ ଏବଂ ଦତାତ୍ରେୟ ହୋସବାଲେଙ୍କ ଉପସ୍ଥିତିରେ ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଥିଲା । ଆଗାମୀ ବିଧାନସଭା ନିର୍ବାଚଗୁଡିକରେ ନରେନ୍ଦ୍ର ମୋଦିଙ୍କୁ ଚେହେରା ଭାବେ ବିଶେଷ ବ୍ୟବହାର କରାଯିବନି । ଏହି ବୈଠକର ଅନ୍ୟ ନିଷ୍ପତିଗୁଡିକ ହେଲା-
୧. ୟୁପି ସମେତ ଆଗାମୀ ୫ ରାଜ୍ୟ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କୁ ଚେହେରା ଭାବେ ବ୍ୟବହାର କରାଯିବନି । ରାଜ୍ୟର ନେତାଙ୍କୁ ପ୍ରାଥମିକତା ଦିଆଯିବ ।
୨. ପଶ୍ଚିମବଙ୍ଗ, ଦିଲ୍ଲୀ ଓ ବିହାରରେ ନରେନ୍ଦ୍ର ମୋଦିଙ୍କୁ ଆଗକୁ ଆଣିବା ଦ୍ୱାରା ବିଜେପି ଏବଂ ପ୍ରଧାନମନ୍ତ୍ରୀଙ୍କ ଇମେଜ ଖରାପ ହୋଇଥିଲା ।
୩.ୟୁପିରେ ମୁସଲମାନ ଭୋଟରଙ୍କୁ ହାତେଇବା ପାଇଁ ଯୋଗୀ ଆଦିତ୍ୟନାଥଙ୍କ ରଣନୀତିକୁ ଗୁରୁତ୍ୱ ଦିଆଯିବ । ମୁସଲିମ୍ ନେତାଙ୍କୁ ଟିକେଟ ମିଳିବ ।
୪. ଆରଏସଏସ ପ୍ରମୁଖ ନେତା ଲକ୍ଷ୍ନୌରେ ରହିବେ ।
୫. ନରେନ୍ଦ୍ର ମୋଦିଙ୍କ ଛବିକୁ ଆହୁରି ମଜଭୁତ କରାଯିବ ।
BREAKING NEWS
- ବିଶ୍ୱକପରେ ଅଜବ ଗଜବ ସଂଯୋଗ: ଜିମ୍ବାୱେଠାରୁ ଅଷ୍ଟ୍ରେଲିଆ ହାରିଲେ, ଭାରତ ହେଉଛି ଚାମ୍ପିୟନ
- FIH Men’s Pro League: ପ୍ରୋଲିଗ୍ରେ ଭାରତୀୟ ଦଳର କ୍ରମାଗତ ୨ୟ ପରାଜୟ; ଆସନ୍ତାକାଲି ପୁଣି ବେଲଜିୟମକୁ ଭେଟିବ…
- ଅଷ୍ଟ୍ରେଲିଆକୁ ହରାଇ ବଡ ବିପର୍ଯ୍ୟୟ ଘଟାଇଲା ଜିମ୍ବାୱେ
- ଲୋକନାଥଙ୍କ ଏହି ନୀତି ବର୍ଷରେ ଥରେ ଆସେ
- Shri Jagannath Darshan Scheme: ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ, ପୁରୀ ଗଲେ ୭୪ ଶ୍ରଦ୍ଧାଳୁ
- Bangladesh Election: ନିଜ ଦେଶ ଫେରିଯିବେ କି ନିର୍ବାସିତା ଶେଖ ହସିନା?…ଏବେ ତାରିକ ରହମାନ ଯୁଗରେ କେମିତି ରହିବ ଭାରତ-ବାଂଲାଦେଶ ସମ୍ପର୍କ?
- ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଚଳିତ ବର୍ଷ ଆଗୁଆ ନାମଲେଖା
- Odisha Contractors Protest: ଆସନ୍ତା ୨୦ରୁ ୩ ପ୍ରମୁଖ ଠିକାଦାର ସଂଘର ରାଜ୍ୟବ୍ୟାପୀ ଆନ୍ଦୋଳନ
- New PMO at ‘Seva Teerth’: ୮୦ ବର୍ଷ ପରେ ଭାରତର ଶକ୍ତି ବ୍ୟବସ୍ଥାରେ ପରିବର୍ତ୍ତନ, ଏଣିକି ‘ସେବା ତୀର୍ଥ’ରୁ ଚାଲିବ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ…
- Maoist Posters: ରାୟଗଡ଼ାରେ କେବିକେ ଡିଭିଜନ୍ ପକ୍ଷରୁ ଲାଗିଲା ମାଓ ପୋଷ୍ଟର
Comments are closed.