ନ୍ୟୁୟର୍କ: ପ୍ରଖ୍ୟାତ ଲେଖକ ସଲମାନ ରଶିଦଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହୋଇଛି । ତାଙ୍କଠାରୁ ଭେଂଟିଲେଟର ବାହାର କରି ଦିଆଯାଇଥିବା ବେଳେ ସେ କଥା ହେବା ଆରମ୍ଭ କରିଛନ୍ତି । ଦିନେ ତଳେ ସଲମାନଙ୍କ ଏକ କାର୍ଯ୍ୟକ୍ରମ ଅବସରରେ ୨୪ ବର୍ଷୀୟ ହାଦି ମତାର ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ୭୫ ବର୍ଷୀୟ ସଲମାନଙ୍କୁ ତୁରନ୍ତ ଡାକ୍ତରଖାନା ନିଆ ଯାଇଥିଲା । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଯଥେଷ୍ଟ ଉନ୍ନତି ଘଟିଛି ବୋଲି ଚୌଟାଉକାୱା ଇନଷ୍ଟିଚ୍ୟୁଶନର ଅଧ୍ୟକ୍ଷ ମାଇକେଲ ହେଲ ଟୁଇଟ କରି ସୂଚନା ଦେଇଛନ୍ତି । ଆକ୍ରମଣକାରୀ ହାଦିଙ୍କୁ ସଙ୍ଗେ ସଙ୍ଗେ ଗିରଫ କରାଯାଇଥିଲା । ତେବେ ସେ ତାଙ୍କ ଦୋଷ ସ୍ୱୀକାର କରି ନାହାନ୍ତି । ଯଦି ସେ ଦୋଷୀ ସାବ୍ୟସ୍ତ ହେବେ ତାହାହେଲେ ତାଙ୍କୁ ୩୨ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ ।
BREAKING NEWS
- ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା: ଅନ୍ତର୍ଜାତୀୟ ମଞ୍ଚରେ ଭାରତର ବଡ଼ କୂଟନୈତିକ ବିଜୟ
- ଛାତ ଉପରେ ସୌର ପ୍ରକଳ୍ପ: ରକ୍ଷଣାବେକ୍ଷଣ ବାବଦକୁ କେତେ ଟଙ୍କା ଖର୍ଚ୍ଚ ହୁଏ, ଜାଣନ୍ତୁ ବିଶେଷଜ୍ଞଙ୍କ ମତ
- ମା’ଙ୍କ ପାଖରେ ଆମିଷ ପ୍ରସାଦ: କାଳୀଘାଟରୁ କାମାଖ୍ୟା, ଜାଣନ୍ତୁ ଭାରତର କେଉଁ ପ୍ରସିଦ୍ଧ ମନ୍ଦିରରେ ଲାଗି ହୁଏ ଆମିଷ ଭୋଗ
- ଷ୍ଟିଲ୍ ବାସନ ଧୋଇବା ପରେ ଧଳା ଦାଗ ରହିଯାଉଛି କି? ଜାଣନ୍ତୁ ଏହା ପଛର କାରଣ ଓ ସହଜ ସମାଧାନ
- ଟିକଟ ବିକ୍ରି କରି ଯାତ୍ରା କଲାନି ତୁଳସୀ ଗଣନାଟ୍ୟ;ଦର୍ଶକ ହଟହଟା
- ରହସ୍ୟ ବଢ଼ାଉଛି ସେହି ୩୯ ମିନିଟ୍: ବିଚିତ୍ରପୁରରୁ ଦୀଘା, କୁଆଡେ ଗଲା ବ୍ଲାକ୍ ଏସୟୁଭି?
- ପ୍ରଭୁ ଗଣେଶଙ୍କ ପୂଜାରେ ତୁଳସୀ ପତ୍ର କାହିଁକି ନିଷିଦ୍ଧ? ଜାଣନ୍ତୁ ୧୪ ସେପ୍ଟେମ୍ବରରେ ପଡୁଥିବା ଗଣେଶ ଚତୁର୍ଥୀର ବିଶେଷତ୍ୱ
- ପିରାମିଡ୍ ବ୍ୟବସ୍ଥା ଭାଙ୍ଗି ସମାନ ଭାଗିଦାରୀ ଗଢ଼ିବାକୁ ଆହ୍ୱାନ: ନୂଆଦିଲ୍ଲୀ ବ୍ରିକ୍ସ ମଞ୍ଚରୁ ମୋଦୀ ଦେଲେ ୧୦ ସୂତ୍ରୀ ପ୍ରସ୍ତାବ
- BRICS ସମ୍ମିଳନୀରେ ଆମେରିକା ଉପରେ ବର୍ଷିଲେ ରୁଷିଆ-ଇରାନ
- କାଦୁଅ ଭରା ରାସ୍ତାରେ ଆସିପାରିଲାନି ଆମ୍ବୁଲାନ୍ସ;୩.୫ କିମି ଖଟିଆରେ ବୁହାହେଲେ ଗର୍ଭବତୀ

Comments are closed.