ପୁରୀ: ଆଜିକାଲି ପ୍ରାୟତଃ ଯୁବପିଢି ଡେଷ୍ଟିନେସନ ୱେଡିଂ ପ୍ରେମରେ ପଡିଥିବା ବେଳେ ଜଣେ ବିଦେଶୀ ଦମ୍ପତ୍ତି ନିଜ ବିବାହକୁ ସ୍ମୃତିମୟ କରିବା ଲାଗି ବାଛିଛନ୍ତି ଶ୍ରୀକ୍ଷେତ୍ର ପୁରୀ ଧାମକୁ ।
ପ୍ରାପ୍ତ ସୂଚନାନୁଯାୟୀ, ସୁଦୂର ମସ୍କୋ ବାସିନ୍ଦା ନତାଲି ଓ ରୋମନ ଦୁହେଁ ଓଡିଶା ଆସି ପାରମ୍ପରିକ ରୀତିନୀତି ଅନୁଯାୟୀ ପୁରୀରେ ଗନ୍ଧର୍ବ ବିବାହ କରିଛନ୍ତି ।
ପରବର୍ତ୍ତୀ ସମୟରେ ଦୁଇ ବର ଓ କନ୍ୟା ପାରମ୍ପରିକ ଓଡିଆ ପୋଷାକରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା ମଧ୍ୟ କରିଥିଲେ ।
Comments are closed.