କବିତା : ଉପପାଦ୍ୟ କବିତା By ଓଡ଼ିଶା ସମ୍ବାଦ ବ୍ୟୁରୋ On May 9, 2023 Share ମାନସ ରଞ୍ଜନ ମହାପାତ୍ର ଗୋଟିଏ ଦୁଃଖର ନାଁ ଅନୁଭୂତି ଗୋଟିଏ ତାରାର ନାଁ ଅରୁନ୍ଧତୀ ଗୋଟିଏ ନଦୀର ନାଁ ଇଛାମତୀ ଗୋଟିଏ ପ୍ରେମର ନାଁ ସରସ୍ୱତୀ ଅରୁନ୍ଧତୀରେ , ଅନୁଭୂତିରେ, ଇଚ୍ଛାମତୀରେ ସରସ୍ୱତୀରେ ନିୟତି ଭାରତୀ ଅଥଚ ମୋ ପୃଥିବୀ ଗୋଟେ ଜଟିଳ ଜ୍ୟାମିତି ସ୍ବପ୍ନ ଅସରନ୍ତି …….। Odia Poem Share
Comments are closed.